NUAJIBAN.COM

Search results

Followers

Friday 31 May 2019

PRESENT RE BANCHIBAA SIIKHO

 କିଛି କଥା ........;;;;;;;;ଜୀବନ ର ବ୍ୟସ୍ତ ବହୁଳ ସମୟରେ ବି ଆପଣ କିଛି ପଢିବାକୁ -ଜାଣି ବାକୁ ଇଛା ରଖି ଛନ୍ତି ସେ ପାଇଁ ଧନ୍ୟବାଦ .'''''''''''''''

        ଆଜିର ପୋଷ୍ଟ ରୁ ଏଇଆ ଶିଖିବୁ କି ସଫଳ ହବାକୁ ହେଲେ ପ୍ରେଜେଣ୍ଟ ରେ ବଂଚିବା କାହିଁ କି ଦରକାର ....

ମନରେ ଆସୁ ଥିବା କିଛି ପ୍ରଶ୍ନ ବି ଏଇଥିରେ ଲେଖା ହେଇଚି ..

ବିଷୟ ....-----------------------------ପ୍ରେଜେଣ୍ଟ ରେ ବଂଚିବା ଶିଖ ----------------

  **** ************  ନମସ୍କାର ଜୟହନୁମାନଜୀ   ******************

                             **** ସାଧାରଣ ମଣିଷ ଅପେକ୍ଷା ମହାପୁରୁଷ  ମାନଙ୍କ ବଂଚି ବାର  ଶୈଳୀ ବହୁତ ଅଲଗା ଆଉ ଚିନ୍ତା ଧାରା ବହୁତ ଉନ୍ନତ ମନର .....

 *** କିଛି କରିବା ଆଗରୁ ବହୁତ ଭାବି ଚିନ୍ତି କାମ କରନ୍ତି ଆଉ ସଫଳ ହୁଅନ୍ତି ...ମହାପୁରୁଷ ମାନଙ୍କ ସଫଳତାର ସୂତ୍ର ଭିତରୁ ଆଜି ଗୋଟେ ବିଷୟରେ  ଆଲୋଚନା କରୁଛି    ମୋରୋ କାମରେ ଆସିଛି ଆଉ ଆପଣଙ୍କ ର ବି ନିହାତି ଭାବେ କାମରେ ଆସିବ...ଆଉ ସେ ସୂତ୍ର ର ନାମ***  [ପ୍ରେଜେଣ୍ଟ  ରେ ବଂଚିବା  ]***

       

## ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ  ଏଇଟା କଉ ବଡ କଥା ଆମେ ସମସ୍ତେ ତ ପ୍ରେଜେଣ୍ଟ  ରେ ବଂଚୁଛେ ପୁଣି ବଂଚି ଶିଖିବାର ନୂଆ କଥା କଣ ଅଛି .....;;/?

                                 #*ଯଦି  ଆପଣଙ୍କ ର ମନରେ ଏମିତି ଚିନ୍ତା ଆସୁ ଥିବ ତାହେଲେ ମୁ ପ୍ରମାଣ କରି ପାରିବିକୀ ଆପଣ ସାରା ଦିନରେ ସମ୍ପୂର୍ଣ ରୂପରେ ବଂଚୁ ନାହାନ୍ତି ପ୍ରେଜେଣ୍ଟ ମାଇଣ୍ଡ ରେ --ଯାହା ଫଳରେ ସକ୍ସେସ ହବାରେ ବିଳମ୍ବ ହଉଚି ..ଜମା ଚିନ୍ତା କରନ୍ତୁନି କି ..ପ୍ରମାଣ କରିବା ପରେ ଆଉ କିଛି କହିବିନି .. ପ୍ରଥମେ ଏସବୁ ବିଷୟରେ ଜାଣି ରଖ ..

୧.     ପ୍ରେଜେଣ୍ଟ ରେ ବଂଚିବା ୟାର ଅର୍ଥ କଣ ?

୨.     ପ୍ରେଜେଣ୍ଟ ରେ ବଞ୍ଚିଲେ loss ଆଉ ପ୍ରୋଫିଟ କଣ ହୁଏ ?

୩.     ଏଇ ସଫଳ ସୂତ୍ର କୁ କେମିତି ନିଜ ଜୀବନରେ ପ୍ରୟୋଗ କରିବା ?

୪/  SAFALATAKU NIJA  HAATA MUTHAARE KEMITI RAKHIBE

------------------------ପ୍ରଥମେ ଜାଣିବା କି --[ପ୍ରେଜେଣ୍ଟ ରେ ବଂଚିବା ୟାର ଅର୍ଥ କଣ ]---------------------------------

         

                             ***ଆପଣ ଲଖ୍ୟ କରି ଥିବେ ମନେ କର ଆପଣ କଉ ଗୋଟେ ଜାଗାକୁ ଯିବାର ଅଛି -ସଯ ବାଜ ହେଲେ ଆଉ ଗାଡି ଚଳେଇଲେ ...ହାତରେ ହେଂଡେଲ ..ସିଟ ରେ ଆପଣ କିନ୍ତୁ ମନ ଅଲଗା ଚିନ୍ତା ରେ ଯେମିତି କି ଘରେ କିମ୍ବା ଫିଲ୍ମ ହଲ ରେ ...ଅର୍ଥାତ ଆପଣ ଗାଡ଼ିରେ କିନ୍ତୁ ମନ ଅଲଗାରେ .;ଆଉ ଏମିତି  ପରିସ୍ଥିତି ରେ ହିଁ ଗାଡି ଧକା  ହୁଏ  ..କିରେ ଭାଇ ଆଖି କାନ ତଃ ଭଲ ଅଛି ପୁଣି ଧକା କଲ କେମିତି ....ଏଇଟି ବୁଝିବାର କଥା ଯେ ଆଖି କାନ କୁ ଯିଏ ନିୟନ୍ତ୍ରଣ କରେ ସେ  ହଉଚି ମନ ---ଆଉ ମନକୁ ବୁଦ୍ଧି-----ବୁଦ୍ଧି କୁ ବିବେକ --ବିବେକ କୁ ଚିନ୍ତା ---ଆଉ ଚିନ୍ତା କୁ ମସ୍ତିସ୍କ --ପୁଣି  ମସ୍ତିସ୍କ କୁ ନିଜ ସଂସ୍କାର  ନୀୟନ୍ତ୍ରଣ କରେ ....

                            ମନ ଯାହା ଚିନ୍ତା କରୁଛି ସେ ସବୁ  କୁ  ଆଖି   କାନ  ପାଟି ଶରୀରର ସବୁ  ଇନ୍ଦ୍ରିୟ   ସେ  ଚିନ୍ତାକୁ  କାର୍ଯ୍ୟରେ ପରିଣତ   କରିବା  କୁ ପ୍ରେଜେଣ୍ଟ ରେ  ବଂଚିବା କୁହା ଯାଏ  

******************2  ND RE JAANIBAA**************

******PRESENT RE BANCHILE PROFIT AAU LOSS KAN HUYE********


[LAABHA].
                    .....JADI KAUNASI  DUKHA AASITHAAYE SE THIIRU  AAPANA  BANCHIJIBE

 ..KAAHIN KINAA  DUKHA SABU BELE PRESENT RE HIN AASITHAYE
..
DUKHA PARISTITI JAAGARE DEHA SINA THIBA HELE AAPANA NKA MANA  AAU

 KAUTTHI SE PAAIN AAPPANA BAANCHIIJIBE


      ***DEHA Kharap thile bahut loka duschinta kaaranaru adhika rogoku daaki thaanti ....kaahin kinaa sabu rogora mula duschinta ..hele aapana nkara semiti kebe habani deha kharap hau kimba aau jaaha hau aapanankara kichhi pharak padibani..
 .

[LOSS].....jibanare jaahabi karantu 100% safalata milibani
            .....jadi safalata miliba sabudia nuhe aau bahut bilamba re miliba.
            .....nija future barbad hei jiba

--THARD RE---------EI SUTRA KU KEMITI LIFE RE USE KARIBAA--------------------

     ,,,,,,,,APJ-ABDUL KALAM--ku jane chhoto school jhio pacharilaa ki sir aapana ta bahut bada siencist  aau bhala student bi thile aau succes bi heigale..aapananka jibana saili bisayare tike kuhantu taaki aame bi aapananka bhali hei paaribu..

   ;;;;;;; KALAM kahile mo life style mo aim ku nei tiaari karichi aau tuma life style bi tuma aim ku nei tiaari kara kintu / bartamaan re banchi sikho..arthat ei sutrahin tumaku sabu kichhi dei deba..

 ''''''''' kalam jete bele kaama karuthile taanka pakhare kan hauchi se raati ki dina kichhi jaani paru nathile..only nija kaamaku gurutua ra saha sampadana karuthile..

   taanakara eimi kaama paain se aaji mahaan hei jaaichhanti..                                 
                                                                     




       asha achhi ki nihati bhaabe bhala laagi thiba boli jodi haba paain 

youtube 
facebook ...ku follow kari paribe ...


[----------------------ei video ku dekhantu taapare kahibe mu thik kahili naa bhul]

                       thank u thank u thank yu

Tuesday 28 May 2019

SAKALA ARAMBHA KEMITI KARIBE

                         [..NUA SAKALA RA ARAMBHA KEMITI KARIBE...]

RAtire soibaa aagaru jemiti chinta kari soi thibe thik semiti hiin sakala ra aarambha re mana bhitare chinta aasi thaaye.

1.Ratire soiba aagaru mind ku positive chinta dia ,jemiti ki business karuthile kimba life set karuthile--bi se chinta ru bahari nuaa kichhi kari baku mind ku aades dio.

2.MU ANYA APEKHYA BAHUT POWERFUL.
3.MU ALASUA NUHE
4.PRATHAME MU SUSTHA HEBI TAAPARE ANYA KAAMA.
5JEMITI BI PARISTITI AASU MU HASI HASI SAMNA KARI PARIBI-KAAHIN KINA MU POWERFUL.

EMITI kichhi chinta hiin aamaku nuaa kichhi kari baku prerana dei thaaye.
nija chinta ku ete positive kara je jemiti kichhi bi situation tumara khusi nei paribani,.

pilanku dekha kan taanka chinta thaaye baas khelibaa bulibaa hiin taanaka mukhya kaama hei thaye.aau semane khusi bi thaanti.

jete busy helebi nija lifestyle ku emiti set karantu jemiti aau kehi karunathibe.tumara kichhi chamatkar dekhi loka maane ersaa bi karibaku laagibe.
4

Monday 27 May 2019

KAN KALE AAME BHALA MANISA HEI PARIBAA

                  NAMASKAR .JAY HANUMAN JI.                                                 [କଣ କଲେ ଆମେ ଭଲ ମଣିଷ ହେଇ ପାରିବା]

 ଏମୀତୀ କଣ ଥିଲା  ଯାହା ମୋହନ ଦାସ କରମ ଚାନ୍ଦ  ଗାନ୍ଧୀ କୁ ଜାତିର ପିତା କାରୀ ପାରିଲା 

ଆଉ ଏମିତି ବି କଣ ଥିଲା   ଯାହା ସାମାନ୍ୟ ଚା ବିକାଳିକୁ ଭାରତର ପ୍ରଧାନ ମନ୍ତ୍ରୀ କରି ପାରିଲା ..ଏମିତୀ ବହୁତ ଏକଜାମ୍ପଲ ଅଚ୍ଛି ହେଲେ ଆଜି ଆମେ ଏଇ ଦୁଇ ଜଣ ମହାନ ନାୟକ ଙ୍କ ବିଷୟରେ ଆଲଚନା କରିବା .

   ସେମାନେ କୌଣସି ଧନୀ  ଘରେ  ଜାନ୍ମ ହେଇ ନ ଥିଲେ -କି ରାଜ ଉଆସରେ ରହୁନ ଥିଲେ -କିମ୍ବା ବେଶ ଭୁଷା ସେତେ ସୁନ୍ଦର  ନ ଥିଲା -ଖାଇବା  ଠିକ ଟାଇମ  ରେବି ମିଳୁ  ନ  ଥିଲା -ଆଉ କାନ ଶୁଣା ଡିଗ୍ରୀ ବି ହାସଲ  କରିନ ଥିଲେ ତଥାପି  ସେମାନେ ମହାନ ଆଉ  ଅସାଧାରଣ କେମିତି ହେଇ ପାରି ଥିଲେ .

   ଏଥିରୁ  ଏହା ପ୍ରମାଣ ହେଲା ଯେ ଟଙ୍କା ପଇସା କିମ୍ବା ବେଶ ଭୁଷା ମଣିଷକୁ ମହାନ କରେ ନାହିଁ .ବରଂ ଏଇ ଅସାଧାରଣ ପୁରୁଷ ମାନେ ଟଙ୍କା  ର ଗୁଲାମ ନ ହେଇ ସଦୁପ ଯୋଗ କରି ଥାନ୍ତି ..

     ଗାନ୍ଧିଜୀ ଙ୍କ ସହ ଆଶ୍ରମରେ ଆଉ ବହୁତ ଲୋକ ରହୁ ଥିଲେ କିନ୍ତୁ ସେମାନେ ଜାତିର ପିତା ହେଇପାରିଲେନି କାହିଁକି ..ଏମିତିକି ସୁବାସ ଚନ୍ଦ୍ର ବୋଷ ବି ଜାତିର ପିତା ହେଇ ପାରି ନ ଥିଲେ ..

       ଠିକ ସେମିତି ଗାଓଁ ରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରତିଟି ଗଲି କନ୍ଦିରେ ଚା ବିକାଳୀ ମିଳିବେ କିନ୍ତୁ ସେ ମାନେ ପ୍ରଧାନ ମନ୍ତ୍ରୀ କଣ ପାଇଁ ହେଇ ପାରୁ ନାହାନ୍ତି .ପ୍ରକୃତ କଥା କଣ ଆଉ ତା ରହସ୍ୟ ଜାଣିବା ପାଇଁ ମାନରେ ଇଛା ହେଲା ..କଣ କେମିତି କିଏ ମୋତେ କହିବ ,ବାସ କିସିଛି ନ ବୁଝି ଅଳ୍ପ ଟଙ୍କାରେ କିଛି ଜାଣିବା ଆଶାରେ ଗାନ୍ଧିଜୀଙ୍କ ଆଶ୍ରମ କୁ ଗଲି ବାହୁତ  କିଛି  ଦୁଖଦ  ପରିସ୍ଥିତି  ସାମ୍ନା କରିବା ସହ ୪ ଦିନ  କେବଳ  ପାଣି ପିଇ ବଂଚିବାକୁ ପଡିଲା -ହେଲେ  ଯାହା ଦେଖିଲି ଆଉ ଶୁଣିଲି ପଢ଼ିଲି ମୁଁ ନିଜେ ବିଶ୍ୱାସ କରି ପାରିଲିନି କି ଜଣେ ସାଧାରଣ  ମଣିଷର ଚିନ୍ତା ଧାରା ଏତେ ମହାନ କେମିତି ହେଇ ପାରିବ ..ପେଟ  ର ଭୋକ କଷ୍ଟ ଦେଉଥାଏ ହେଲେ ଖୁସି ବି ଲାଗୁ ଥାଏ କି ମୁଁ ଯାହା ଖୋଜୁଥିଲି ତାହା ଆଜି ପାଇଲି  .     

          ଥରେ ବାପୁଙ୍କ ମନରେ ପ୍ରଶ୍ନ ଆସିଲା କି ବିନା ମୂଲ୍ୟ ରେ କିଛି ଜିନିଷ  ମିଳୁ ନାହିଁ  ତାହେଲେ ମୁଁ କାହିଁ କି ମାଗଣାରେ ସ୍ୱାସ ପ୍ରସାଶ ନେବି  ତ ସେ ଦିନରୁ ସଂକଳ୍ପ କଲେ ପ୍ରତି ଦିନ ଗୋଟେ ଗଛ ଲଗାଇ ତାର ଯତ୍ନ ନେବେ .

         ଆଉ ଥରେ ଚିନ୍ତା କଲେ ମାଟିକୁ ମା ବୋଲି କହୁଛେ ତ କଣ ପାଇଁ ଅଳିଆ ଆବର୍ଜନା କରିବା -ବାସ ସେ ଦିନରୁ ସଂକଳ୍ପ ନେଲେ ନିଜେ ସ୍ୱଚ୍ଛ ରହିବା ସହ ଭାରତ ମା କୁ ବି ସ୍ୱଚ୍ଛ ରଖିବେ ଆଉ ଆରମ୍ଭ ହେଲା  ସ୍ୱଚ୍ଛ ଭାରତ ର ଅଭିଯାନ ..

        ଉପଦେଶ  ଦବ ଆଗରୁ ନିଜେ ମାନୁ ଥିଲେ ତା ପରେ ପ୍ରାକଟିକାଲ ଆଉ ଥିଓରୀ ଲୋକଙ୍କୁ ବୁଝାଉଥିଲେ ..

     ରକ୍ତ ମାଂସ ଧାରୀ ଥିଲେ ସତ ହେଲେ ତାଙ୍କ ମହାନ ଚିନ୍ତାରେ ନିଜେ ଅନୁ ପ୍ରାଣିତ ହବା କାରଣ ରୁ ଆଜି ମହା ମାନବ ହେଇ ପାରି ଛନ୍ତି .

୭...ଭାଗବତ ରେ ଗୋଟେ କଥା ଅଛି ...ପ୍ରାଣୀ ଯାହା ଚିନ୍ତଇ  ---କାଳ କ୍ରମେ ତାହା ଘଟଇ ..ଏଇ କଥା ନରେନ୍ଦ୍ର ମୋଦି  ଙ୍କ ଜୀବନରେ ଵୀ ଘାଟି ଥିଲା ..ନିଜ ଆବଷ୍ୟକାତା ପୁରା କରିବା ପାଇଁ ଚା ବିକୁ ଥିଲେ ସତ  ହେଲେ ତାଙ୍କ  ଚିନ୍ତା ବହୁତ ଉଚ୍ଚ ଆଉ ମାହାନ ଥିଲା ...ସେ କାରଣ ରୁ ଆଜି  ଭାରତର ମହା ନାୟକ ହେଇ ପାରିଛନ୍ତି ..

୮  ..ଯଦି କୌଣସି ଗୋଟେ କାମକୁ ତୁମେ  କଠିନ ବୋଲି ଭାବିବା ତା ହେଲେ ସେ କାମ ସତରେ  କଠିନ ହେଇ ଯିବା -କିନ୍ତୁ କଠିନ କାମକୁ ଯଦି ଆମେ ଭାବିବା --ଆରେ ଏ ସାମାନ୍ୟ କାମ କୁ କିଏ କରି ପାରିବନି -ମୁ  ନିହାତି ଭାବେ କରି ପାରିବି ---ବାସ ଏଇ ଚିନ୍ତା ସେ କାମ କୁ ସହଜ କରିବା ସହ ସଫଳ କରାଇ ଥାଏ ......ଆଉ ଏ କାମ ରେ god  ବି ସବୁ ପ୍ରକାରେ ହେଲ୍ପ କରନ୍ତି ଆଉ ଆମକୁ ଠିକ ବାଟ ଦେଖେଇ ଦିଅନ୍ତି ..

୯.....ଦୁନିଆର କୌଣସି ପରିସ୍ଥିତି ମୋତେ ସେ କାମରୁ ରୋକି ପାରିବନି ମୁଁ ନିହାତି କରିବି ----ଆଉ ଏମିତି ଉତ୍ସାହ ପୁର୍ଣ ଚିନ୍ତାରେ ହିଁ ଅଧିକ ଦୁଃଖ ଆସେ କାହିଁକିନା -କମାର ଲୁହାକୁ ଗରମ କରି ହାତୁଡ଼ିରେ ପିଟି ପିଟି ନୂଆ ଆଉ ସୁନ୍ଦର ରୂପ ଦେଇ ଥାଏ .ଆମେ ବୁଝି ନ ଥାଉ କି ଏ କମାର କାହିଁକି ହାତୁଡ଼ିରେ ପିଟୁଛି .କିନ୍ତୁ ଶେଷ ବେଳେ ହିଁ ସତ କଥା ଆମକୁ ଜଣା ପଡେ .ଠିକ        ଏମିତି ହିଁ  ଆମକୁ ଦୁଃଖ କଷ୍ଟ ରୂପକ ପରିସ୍ଥିତି ର ହାତୁଡି ମାଡ ଖାଇବାକୁ ହବ ଆଉ ତା ପରେ ଆମେ ବି ନିହାତି କଉଛି ନୂଆ ରୂପ ଆଉ ଅଲଗା କିଛି ହେଇ ପାରିବା..

୧୦..ତଃ ଆଜି ଆମେ ଶିଖିଲୁ କି tankaa  ପଇସା କେବେ ବି କାହାକୁ ବଡ ମଣିଷ କରିଦିଏ ନାହିଁ ..ଯାହାର ଚିନ୍ତା ଯେମିତି ସିଏ ସେମିତି ହେଇ ଥାଏ .ମହାନ ହବାର ଚିନ୍ତା ରଖ ଆଉ ସେ ଚିନ୍ତାରେ ଅନୁ ପ୍ରଣୀତ ହୁଅ ତା ପରେ ସେ ମିତି କାମ କରି ଇତିହାସ କୁ ବଦଳେଇ ଦିଅ ... 

JADI BHALA LAAGUCHI TAAHELE COMMENT RE NIHATI KICHHI LEKHIBE TAAKI MOTE BI KHUSI LAAGIBA.
             WHATSAPP RE ....JODI HABAA PAAIN..8917495865 RE JOIN.

    AAPANANKA RA MANARA KICHHI BI KATHAA KU SHARE KARI PAARIBE..
     THANK U...THANK U...THANK U,,
          

Friday 24 May 2019

SAFALA HABARA SAHAJA UPAY KAN

[ସଫଳ  ହବାର  ସହଜ ଉପାୟ କଣ ..ଆଜି ଆମେ ଶିଖିବା---SAFALA HABARA SAHAJA UPAYA KAN]
--------  -----  -----  ------- ---   ----  ------  ----- --  -----------------------------------------------------☝☝☝nuajiban@gmail.com
1.ସର୍ବ ପ୍ରଥମେ କହିବି ଯଦି ଆପଣ ପ୍ରକୃତରେ ସଫଳ ହବାକୁ ଚାହୁଁ ଛନ୍ତି ତାହେଲେ ଆଜି ର ଏ ବିଷୟ ଆପଣଙ୍କର ନିଛିନ୍ତ ରୂପରେ କାମରେ ଆସିବା ଆଉ ପୁରା ପୋଷ୍ଟ କୁ ପଢିବା ପାଇଁ ଅନୁରୋଧ ନହେଲେ ଅଧଛ ଅଧୁରା ଜ୍ଞାନ ପାଇଲେ କିଛି ଲାଭ ହବନି .

2.     ଆପଣ ଙ୍କ ପାଇଁ ସଫଳତାର ଅର୍ଥ କଣ ସେ କଥା ଆପଣ ହିଁ ଜାଣନ୍ତି କିନ୍ତୁ କୋୖଣସି କାର୍ଯ୍ୟକୁ ଠିକ ଥାକ ଶେଷ କରିବା ବା ହାସଲ କରିବାକୁ ଆମେ ସଫଳତା ବୋଲି କହିଥାଉ .
$$$ ସମସ୍ତେ ସଫଳ ହବାକୁ ଚାହାନ୍ତି କିନ୍ତୁ କେମିତି କଣ କଲେ ସଫଳ ହେବେ ସେ କଥା ସେମାଙ୍କୁ ଜଣା ନାହିଁ .
3.     ଯେମିତି ବଂଚିବାକୁ ଖାଇବା ନିହାତି ଦରକାର ଠିକ ସେମିତି ସଫଳ ହବାକୁ ହେଲେ ଆମକୁ ବହୁତ କିଛି କରିବାକୁ ପଡିବ .ଆପଣ ଡରି ଯାନ୍ତୁ ନାହିଁ କି କେତେ କଣ କରିବାକୁ ପଡିବ ବାସ ନିଜ ଚିନ୍ତା ଆଉ ଲାଇଫ ଷ୍ଟ୍ୟଲେ କୁ ଚେଞ୍ଜ କରିବାର ଅଛି .
4.      କଥାରେ ଅଛି ଯେମିତି ସାଙ୍ଗ ସେମିତି ରଙ୍ଗ ଆଉ ସେମିତି ଢଙ୍ଗ .ତ ଆମେ କାହିଁକି ସେ କଥା କୁ ସତ ବଲି ପ୍ରମାଣ କରି ପାରିବାନି. ନିହାତି କରିପାରିବେ -ସଫଳ ହବାକୁ ହେଲେ ସଫଳ ମଣିଷର ଜୀବନ ଶୈଳୀ କୁ ଦେଖା ଆଉ ସେସବୁ କୁ ନିଜ ଭଜିତର ଆଣିବାକୁ ଚେଷ୍ଟା କର ବାସ ଏତିକି କାମ .
5.       ତଃ ସଫଳ ହବାର ସହଜ ବାଟ ହଉଚି ଧର୍ଯ୍ୟ ବାଁ ନ ହେବା ଆଉ ନିଜ କୁ କର୍ମଯୋଗୀ କରିବା

6.       Dhaurjya b aan habaa kaahin ki darakar gote chhoto example dei bujhei bara chesta karuchi. mane kara aaji aapana kaounasi gote manji ku nei maatire poti dela aau kaali ki phola khaaiba echha nei se jaagaku jiba -kan gachha uthi phala heithiba naa kebe bi hei na thiba.

 7.      aapana jetebi science baa technology ku use karantu tathapi kichhi laabha habani. kaahinkina taaha kebe posible nuhe.Taa time darkar sei time ku aame dhaurjya boli kahi thaau.

8.      M ane kara aapananku safala haba ku hele100 number darkar ebe aapana kuhantu kemiti aau kete dinare 100 number rakhibe- kaahin ki naa ek pare ek kari sahe parjyanta jibaku haba .arthat jadi aapana continue bhaabe kaama kari chalibe taahele kam dinare nihati bhaabe safala hebe. taah ei sabu dina kaama kariba echha aau chinta dharaku karma jogi ra ansa boli kahi thaau .

9.     ye ta thila ganiba kaama jadi aapananku doctor habara achhi aau nihati bhabe 100 ti book ra patho sikhioba darakar taahele nije bicha kari comment re kuhantu kete dinare aau kau process re sikhi saribe ..ebe bhabanu safala haba kete sahaja aau kete kasta.

10.    nirantara chesta bina duniaara kichhi short cut baata naahi jaaha aapananku safala karai pariba...
   
        [aasha achhi post ti nihati bhabe bhala laagi thiba]