NUAJIBAN.COM

Search results

Followers

Wednesday 5 June 2019

KAN KALE SABUDINA KHUSIRE RAHI PARIBAA

-------------------------ସୁଖୀ ହବାର ଜବର ଦସ୍ତ ଉପାୟ ବିଷୟରେ ଆଜି ଜାଣିବା -----

[ସୁଖ କଣ
କେମିତି ସୁଖ ମିଳିଥାଏ
କେମିତି ସବୁଦିନ ସୁଖୀ ହେଇ ପାରିବ  ]

ଭାଇ ମୋତେ ଟିକେ ହେଲ୍ପ କରିବ ମୋର ୨୦୦୦୦ ଟଙ୍କାର ଖୁସି ଦରକାର ଟିକେ ଆଣିଦେବେକି ..
ଲୋକ ମାନେ କହିବେ ଆରେ ଏଇଟା ପାଗଳ ଲୋକ ଟା
ହାଟ ବଜାର ରେ କଣ  ଖୁସି ମିଳି ଥାଏ .....ନା କାଉ ଦୁନିଆରେ ବିକ୍ରି ହଉଚି ..

ହେଲେ ଟିକେ ଏଇ କଥାକୁ ଧ୍ୟାନ ର ସହ ଚିନ୍ତା କର ସେ ଲୋକ ମାନେ  ଠିକ କହି ଥିବେ ..ହେଲେ ସେଇ ଭୁଲ ସେମାନେ ନିଜେ କରୁ ଛନ୍ତି ..ଆଉ ସେ ଭୁଲ କଣ ଆସନ୍ତୁ ଆଗକୁ ଜାଣିବା .....

ନମସ୍କାର ପାଠକ ବନ୍ଧୁ ମୁ ଚନ୍ଦ୍ରକାନ୍ତ ସିଂ welcome କରୁଛି ଆଜି ର ନୂଆ ପୋଷ୍ଟ କୁ

ଆଜିର TOPOC ପୁରୁଣା କିନ୍ତୁ ନୂଆ କିଛି ଜାଣିବା ଆସନ୍ତୁ...ପିଲାରୁ ବୁଢା ସବୁ ଚାହାନ୍ତି ମୁ ଟିକେ ଖୁସିରେ ରହିବି .ଆଉ TAA ପାଇଁ ଦିନ ରାତି ଏକ କରି ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହେଇ ପଡନ୍ତି .ଏତେ ବ୍ୟସ୍ତ ହେଇ ପଡନ୍ତି ଯେ ଭୁli ଯାନ୍ତି କି କଣ ପାଇଁ ଟଙ୍କା ରୋଜଗାର କରୁଛନ୍ତି .

   ------------ କଣ ଆପଣ ବି ଏ କ୍ୱେଟାଗୋରି ରେ ଅଛନ୍ତି .ତଃସେଥିରୁ ବାହାରି ବା ପାଇଁ କିଛି କଥା ସେୟାର କରିବି --ବିଶ୍ୱାସ ଅଛି କି ନିହାତି ଭାବେ ଭଲ ଲାଗିବ ....
SAMPURNA RUPE PADHIBE - EMITI NA HAU KI KICHHI BUJHI BA AAGARU AAPANA PADHAA BAND KARI DEBE

୧.ଏମିତି ବି ବହୁତ ଲୋକ ଅଛନ୍ତି ଯାହାରକି ଟଙ୍କା ପଇସାର ଅଭାବ ନାହିଁ ତଥାପି ସେ ମାନେ ଖୁସିରେ ନାହାନ୍ତି

୨.ଟଙ୍କା ପଇସା ମାନ ସଂମାନ ଅଛି ଟତାହାପି ଖୁସିରେ ନାହାନ୍ତି .

୩.ଘର ଦୁଆର ପିଲା ଛୁଆ ସବୁ ଅଛି ତଥାପି ଖୁସିରେ ନାହାନ୍ତି .

୪.ଯଦି ଆପଣ ବି ଭାବୁ ଥିବେ କି ଟଙ୍କା ପଇସାରେ ସବୁ ଖୁସି ମିଳିଥାଏ ବୋଲି TAA ହେଲେ ଭୁଲ ଭାବୁ ଥିବେ .

୫.ହଁ କିଛି ମାତ୍ରାରେ ଆବଶ୍ୟକ ଜିନିଷ ଆଉ କିଛି ସୁବିଧା ମିଳି ପାରିବ କିନ୍ତୁ ସୁଖ ନୁହେ .

୬.ସୁଖ ବାସ୍ତବରେ କଉଠି ଅଛି ଆଉ କେମିତି ମିଳିବ ଟା ଉତ୍ତର ଚିନ୍ତା କଲେ ନିହାତି ମିଳି ପାରିବ କିନ୍ତୁ ଆମେ ନିଜ ପାଖରେ ନ ଖୋଜି ବାହାରେ ଖୋଜୁ ସେ ପାଇଁ ଆମକୁ ଖୁସି ମିଳେନି କାରଣ ଖୁସି ବାହାରେ କଉଠି ନାହିଁ କେବେଳେ ନିଜ ଭିତରେ ହିଁ ଅଛି .

୭. କଣ ମୁକେଶ ଅମ୍ବାନୀ କୋରଡ଼ pati ବହୁତ ଖୁସିରେ ଅଛି କେବେ ବି ନାହିଁ ..ଆଉ ରହିବ ବି କେମିତି ଚିନ୍ତା ସବୁବେଳେ ବେpaର କରିବାରେ ଆଉ ସୁଖ କଥା କେତେବେଳେ ଭାବିବ ଯେ  ...

୮.ଯଦି ପାଖରେ ଟଙ୍କା ନାହିଁ ଭାବିଲା କି ଟଙ୍କା ମିଳିଲେ ଖୁସି ହେବି ଟଙ୍କା ରୋଜଗାର କଲ..ତା ପରେ ମନରେ ଆସିଲା କି ଏତିକିରେ ହଉନି ଆଉ ଅଧିକା ଦରକାର ..ଟା ପରେ ଅଧିକ କାମ କଲ ଟା ପରେ ମନରେ ଆସିଲା କି ତାଙ୍କର ଏତେ ସବୁ ଜିନିଷ ଅଛି ମୋର ନାହିଁ ସେସବୁ ଆଣିଲେ ମୁ ଖୁସି ହେବି ସବୁ କିଛି କଲ ତଥାପି ଖୁସି ନାହିଁ .ଟଙ୍କା ଅଳ୍ପ କାରଣ ରୁ ଲୋନ ନେଲା ଭଲ ଭଲ ଜିନିଷ ଆଣିଲା ତଥାପି ଖୁସି ନାହିଁ ..ମନରେ ସବୁ ବେଳେ ଦ୍ୱାରା ଯଦି ମୋ ଚାକିରୀ ଚାଲିଯିବା ତାହେଲେ ମୁ କଣ କରିବି ..ଏମିତି ବହୁତ ଚିନ୍ତା ହେଲେ ଖୁସି ତଥାପି ମିଳିଲାନି ..

୯. କିରେ ଭାଇ ସୁଖ ପାଇଁ ଏତେ ସବୁ କଲ ତଥାପି କଣ ସୁଖ ନାହିଁ ତାହେଲେ ସୁଖ କେମିତି ମିଳିବ ..

,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ଆସନ୍ତୁ ଜାଣିବା ତାର ଉତ୍ତର କଣ.............................................................
TIKE THIKSE BUJHIBAKU CHESTA KARIBE 

୧.ପ୍ରଥମେ ନିଜ ମାଇଣ୍ଡ କୁ ଏମିତି ଟ୍ରେଣ୍ଡ କରକି duniara କିଛି ବି ଜିନିଷ ମୋତେ ଖୁସି କିମ୍ବା ଦୁଖୀ କରି ପାରିବନି .

୨.ମୁ ଯାହାବି କିଛି କରିବି କେବେଳେ ଆବଶ୍ୟକତାକୁ ପୁରଣ ପାଇଁ କରିବି .

୩.ମୋତେ ଟଙ୍କା ପଇସା ରୋଜଗାର କରିବାରେ ମଜାଲାଗୁଛି .ମୁ ରାତି ଦିନ କାମ କରି ପାରିବି କାରଣ ମୋତେ କାମ କରିବାରେ ମଜା ଲାଗୁଚି ଆଉ ବହୁତ ଖୁସି ବି ଲାଗୁଚି .ହସିbara ମୁହୂର୍ତକୁ ମାନେ ପକେଇ ହସିବା ର ଅଭ୍ୟାସ କର .

୪.କେବେ ଯଦି ନିଜ ପସନ୍ଦ ର ହିର ର ଫିଲ୍ମ ଦେଖୁ ଥାଅ ଦୁଇ ଘଣ୍ଟା କଣ ପୁରା ଦିନ ଭୁକ ସସ bhuli  ପୁରା ମଜ଼ାରେ କାଟି ଦିଅ ଦୁଃଖ କିମ୍ବା କଷ୍ଟ ବି ଲାଗେନି..କାରଣ ତମେ ସେ ହୀରକୁ ପସନ୍ଦ କରୁଛ .

୫.ଠିକ ସେମିତି ନିଜ କାମକୁ ପସନ୍ଦ କର ଆଉ ପୁରା ମଜା ନିଅ .କିଛି ଦିନ ଟିକେ ଆସୁ ବିଧା ହବ କିନ୍ତୁ ମନକୁ ଟ୍ରେଣ୍ଡ କରି ଚାଲିଲେ ସବୁ ଠିକ ହେଇ ଯିବ..

୬.ସବୁ ପରିସ୍ଥିତିରେ କିଛି ନା କିଛି ଭଲ ଥାଏ ଆଉ ସେ ଭଲ କୁ ଖୋଜିବାର ପ୍ରୟାସ କର ..କେବେବି କିଛି ଆମ ପାଇଁ ଖରାପ ହେଇ ନ ଥାଏ ..ଦୁଃଖ ସମୟ କୁ ନିଜ ପଜିଟିଭ ଚିନ୍ତା ରେ ଖୁସିର ସମୟ କରି ଦିଅ ତା ଜୀବନ ରେ ବହୁତ ବଡ ସଫଳତା ସେଇଟା ହେଇଯିବ.

୭.ଖୁସି haata ବଜାର ରେ ବିକ୍ରି ଜିନିଷ ନୁହେ .ନିଜ ଭିତରେ ନିଜ ଚିନ୍ତାରେ ଖୋଜିବାକୁ ଚେଷ୍ଟା କର ଆଉ ସବୁ ଦିନ ଖୁଶିରେ ରୁହ.

୮.ମାନେ କର ଆଜି କିଛି ଗୋଟେ ଜିନିଷ ନାହିଁ ତଃ ମନକୁ ଦୁଃଖ ହବାକୁ ଦିଅ ନାହିଁ ଭଲ ଚିନ୍ତାରେ ଖୁସି କରାଅ କେମିତି କରିବ ସେଇଟା ତୁମ ଉପରେ ନିର୍ଭର କରେ.

୯.ଆରେ ଆଜି ଏ ଜିନିଷ ନାହିଁ ତ ଠିକ ଅଛି କାଲିକି ଆସିଯିବ .ସବୁଦିନ ଭଲ ଖାଉଛେ ଆଜି ଟିକେ ଖରାପ କାଇଁକି ଦେଖିବା ଅସୁବିଧା କଣ ହଉଚି ....

୧୦.ସ୍ପିରିଟୱାଲ ବାଟରୁ ଜାଣିଲେ ଯଦି କେବେ କିଛି ଜିନିଷ ଆମ ପାଖରେ ନାହିଁ ତାହେ ଲେ ଆମ ଭଲ ପାଇଁ ହିଁ ନାହିଁ..
     ଏ କଥା ବହୁତ ଶାନ୍ତ ମନରେ ଭାବିଲେ ଆଉ ସବୁ ବାଟକୁ ବୁଝି ବିଚାର କଲେ ନିହାତି ଜାଣି ପାରିବ କି କଣ ପାଇଁ ଆଜି ଏ ଜିନିଷ ମୋ ପାଖରେ ନାହିଁ କିମ୍ବା ଏମିତି ପସୀସ୍ତୀଟି ଆସିଛି ..

<<<<<<<<<<<<<<<<<<<<<<<<>>ବୁଝିବାକୁ ଚେଷ୍ଟା କର >>>>>>>>>>>>>>>>>>>>>>>>>>>>>>>>>>

୧.ଘରକୁ ଗଡ଼ାମ  ଘର କରନି .ଯାହାବି ଅଛି ସେତିକିରେ କଣ କଲେ ଖୁସି ହେଇ ହସି ପାରିବେ ସେ ପାଇଁ ନୂଆ ନୂଆ ଉପାୟ ଖୋଜ ..

୨.ମନେ କର ବାଟରେ JIBAA ସମୟରେ କାହାର ଗୋଟେ ଶବ ମଶାଣୀକୁ ଯାଉଛି ଆଉ taaସହ କିଛି ଲୋକ ବି କାନ୍ଦୁଛନ୍ତି .ସେସବୁ ଦେଖିଲେ ଆପଣ ଙ୍କ ଆଖିରେ ଲୁହ ଆସିବକି .ଭାବୁଛି କେବେବି ଆସିବନି କାରଣ ସେ ଲୋକ ସହ ତୁମର କିଛି ବି ସମ୍ପର୍କ ନାହିଁ .ଯଦି ସମ୍ପର୍କ ଥାନ୍ତା ମନର ଇଛା ଅନୁସାରେ ଖୁସି କିମ୍ବା ଦୁଖୀ ହେଇ ଥାନ୍ତେ .

୩.ଠିକ ସେମିତି କିଛି ଜିନିଷ ପାଇବାର ଇଛା ଥିବ ଆଉ ନ ମିଳିଲେ ଆମେ ଦୁଃଖ କରୁ ..କାହିଁକିନା ଆମ ଭାବନା ରେ ମନକୁ ଏମିତି ଶିଖାଇ ଦେଇଛେ କି ମନରେ--- ଯଦି ତୁ ସେ ଜିନିଷ ପାଇବୁ ଖୁସି ହବୁ ନ ପାଇଲେ ଦୁଃଖ କରିବୁ ..ଆପଣ ଙ୍କ ମାଇଣ୍ଡ ପ୍ରୋଗ୍ରାମିଙ୍ଗ କେତେବେଳେ ଏମିତି ହେଇ ଯାଇ ଥିବ ଆପଣ କିଛି ବି ଜାଣି paari ନ ଥିବେ .

୪.କିରେ ଭାଇ ନିଜ ମାଇଣ୍ଡ କୁ ନିଜେ କଣ୍ଟ୍ରାଲ କରୁନ .ମାଇଣ୍ଡ କୁ ଏମିତି ଚିନ୍ତା ଦିଅ କି ଯଦି ସେ ଜିନିଷ ମୋତେ ମିଳିବ ତାହେଲେ ବି ମୁ ଖୁସି ଯଦି ନମିଳେ ତଥାପି ମୁ ଖୁସି କାରଣ ମୁ ଚେଷ୍ଟା  କରିଛି ସେ ଜିନିଷ ପାଇବାରେ,..
 ଆରେ ମୁ ହାର ମାନିbaa ପିଲା ନୁହେ ଠିକ ଅଛି ଆଜି ନ ହେଲା ନାହିଁ କାଲି ନିହାତି ଭାବେ ସେ ଜିନିଷ କୁ ହାସିଲ କରିବି ..

୫..ଏମୀତିପଜିଟିଭ ଚିନ୍ତା ମନକୁ ଦିଅ କି ମଲା ଗଛ ରେ ଜୀବନ ଆସେ ଯେମିତି ସାରା ଆଉ ପାଣି ଦେଲେ ...

୬.ଏମିତି ଚିନ୍ତା ମାଇଣ୍ଡ କୁ ମିଳିଲେ ଏକ ପ୍ରକାର ବିଶେଷ ହର୍ମନ ଝରିବା କାରଣରୁ ଆମ ଖୁସି ଆହୁରି ବହୁ ଗୁଣା ହେଇ ଆମକୁ ମିଳି ଥାଏ.

୭. ଯଦି ତମେ ପ୍ରକୃତରେ ଭୋକିଲା ତାହେଲେ ଶୁଖିଲା ରୁଟି ରେ ଆଉ ଖଟା ପଖାଳ ରେବୀ ସରଗ ସୁଖ ପାଇବ..କିନ୍ତୁ ତମ ମନ ଯଦି ସ୍ୱାଦ ଲାଳସାରେ ଭୋକିଲା ଥିବ ତାହେଲେ ସିଏ ସେ ଖୁସିକୁ ଅନୁଭବ କରିପାରିବନି .ଆଖି ବଦଳେଇବା ଦରକାର ନାହିଁ ବାସ ନିଜ ଚିନ୍ତା ଆଉ ଦୃଷ୍ଟି କୋଣକୁ ବଦଳେଇ ଦିଅ ବାସ ସବୁ କିଛି ଭଲ ହେଇ ଯିବ .

୮.ତମେ କାହାର ଚାକର ହୁଅ ନାହିଁ ..ସୁଖୀ ହବାକୁ ହେଲେ କିଛି ଜିନିଷ ର ଗୁଲାମ ହୁଅ ନାହିଁ
freedam ହୁଅ .ଆରେ ଏ ଜିନିଷ ନାହିଁ ତା ଠିକ ଅଛି ମୁ ଅଲଗା କିଛି ର ବ୍ୟବସ୍ତା କରିବି ..

୯..ଯିଏ ଶାଗ ପଖାଳ ରେ ବି ଖୁସି ଆଉ ମାଂସ ଭାତ ରେ ବି ଖୁସି ସେ ହିଁ ପ୍ରକୃତରେ ଖୁସି ର ଅଧିକାରୀ...

ସବୁ ପରିସ୍ଥିତିରେ ମଜ଼ା ମସ୍ତି ଆଉ ହସିବାର ବାଟ ଖୋଜିବା ହିଁ  ଖୁସି ହବାର ଜବର ଦସ୍ତ ଉପାୟ ...



ଖୁସି ବାଣ୍ଟ ଖୁସି ନିହାତି ବହୁ ଗୁଣରେ ପାଇବ ଏଥିରେ କିଛି ବି ସନ୍ଦେହ ନାହିଁ ......



THANKU .....ନିଜ ମତା ମତ କମେନ୍ଟ ରେ LEKHIBE

 ସବୁ ପରିସ୍ଥିତିରେ ...khusi ruha ,....hasibaku chesta kara 

No comments:

Post a Comment