NUAJIBAN.COM

Search results

Followers

Sunday 2 June 2019

KEMITI NIJAKU MOTIVATE KARIBA

Nijaku kemiti motivate karibaa aasantu jaanibaa.

............................................................  
ନମସ୍କାର ମୁଁ chandrakanta sing ସ୍ଵାଗତ କରୁଛି ଆଜିର ନୂଆ ପୋଷ୍ଟ୍ କୁ..
କିଛି ଜାଣିବାର ଇଚ୍ଛା ମଣିଷକୁ ବହୁତ କିଛି ଶିଖାଇ ବାରେ  ସାହାଯ୍ୟ କରେ- ଆଉ କିଛି କରିବାର ଇଚ୍ଛା ରେ ମଣିଷ ବହୁତ କିଛି ବନୀପାରେ..

Problem..
                #ମନେ କର କିଛି କାରଣ ରେ ମନ ଦୁଃଖ ଅଛି. କିମ୍ବା ବହୁତ ବଡ ଅସୁବିଧା ହୋଇଯାଇଛି. ତା ହେଲେ କଣ କରିବା.
               #ଯଦି ପାଠ ପଢାରେ ମନ ଲାଗୁନୀ ତା ହେଲେ କଣ କରିବା. 
               #ନିଜକୁ କମ୍ ଜୋର୍  ମନେ ହେଲେ କଣ କରି ବେ.
   
SOLUTION..
                    #ଯଦି ପ୍ରକୃତରେ problem solve କରିବାକୁ ଚାହୁଁଛନ୍ତି ତା ହେଲେ ନିହାତି ଭାବେ କହିବି କୀ ଏଇ trik ଥରେ ଇଉଜ କରନ୍ତୁ..

      [ei post ku bi nihati padhantu kichhi sikhibara jadi achhi]

https://nuajiban.blogspot.com/2019/05/present-re-banchibaa-siikho.html


                   #First କଥା ହେଉଛି problem ଆସିଲେ ଆଉ କିଏ କରିବ କିମ୍ବା ଚମତ୍କାର କିଛି ହେଇଜୀବ ଏମିତି ଭାବି ନିଶ୍ଚିନ୍ତ ହେବା uchit nuhe.

1.-କିଛି samaya ଚୁପ chaap ହେଇ ଗୋଟେ ନିରୋଳା ଜାଗାରେ ବସି ବାକୁ ଚେଷ୍ଟା କର ଯେତେ ବିପରୀତ ପରିସ୍ଥିତି ଥିଲେବି ଚୁପ ହେଇ ଶାନ୍ତ ହେଇ basibaku ଚେଷ୍ଟା କର ..
 
    2..ନିଜକୁ ପୋୱେରଫୁଳ୍ଲ ବୋଲି ଭାବ ମୁ କଣ ପାଇଁ ଏ ପରିସ୍ଥିତି ଆଗରେ ହାର ମାନିବି ପଛେ ମୋ ଜୀବନ ଚାଲି ଯାଉ ମୁ ହାର ମାନିବି ନାହିଁ nischaya କିଛି ନା କିଛି ବାଟ ମୋ ପାଇଁ ଅଛି ଆଉ ସେ ବାଟ ମୁ ନିହାତି ପାଇବି.

3...ମୁ କଣ ପାଇଁ କାନ୍ଦୁଚି------- କାନ୍ଦିଲେ ସମାଧାନ ହେଇପାରିବନି .ମୋ ପରି ଲୋକ ମାନେ ସବୁ ଠିକ କରି dauଛନ୍ତି ତ ମୁ କଣ ପାଇଁ ପାରିବିନି ..ଆରେ ମୋ ପାଖରେ ମୋ will power  ଅଛି----- mu nihati kichhi kari paribi .

4...ମାନେ ନାହିକି ଆପଣ କେବେଳ ଏଇ line କୁ ଭାବିବେ ମୋ କହିବାର କଥା ଏଇଆ କି ସେ ସମୟରେ ଯଦି ଆପଣ ମନକୁ ପଜିଟିବ ଚିନ୍ତା ଦେବେ ସେ ନିହାତି ଭାବେ କିଛି naa କିଛି ରାସ୍ତା ଦେଖେଇ ଦବ .ଆଉ ମନକୁ ଭଲ ଚିନ୍ତା ସେତେବେଳେ ହିଁ ଦେଇ ପାରିବ ଯେତେବେଳେ କି ତମେ ଏକ ଦମ ଶାନ୍ତ ଆଉ ଚୁପ ଥିବ. ....

5.ନିଜ ଉପରେ ବି ବିଶ୍ୱାସ ରଖ ଆଉ ମୁ ବି ଭାବୁଛି ନିହାତି ରୂପେ ଆପଣ ଖରାପ ପରିସ୍ଥିତିରେ କିଛି naa କିଛି ବାଟ ପାଇବେ .ଏମିତି କଉ ସମସ୍ୟା ନାହିଁ jaaha ନିଜ ପାଖରେ ସମାଧାn ହେଇ ପାରିବନି ବାସ ନିଜ ଭିତରେ ଖୋଜିବାର ଅଛି .


2nd re JADI PAATHO PADHARE MANA LAGUNI TAA HELE KAN KARIBA..

 1...ଯଦି ଆପଣଙ୍କ ପାଠ ପଢ଼ାରେ ମନ ଲାଗୁନି ତାହେଲେ ଅନ୍ୟ କେହିବି ତମକୁ ସାହାଯ୍ୟ କରିପାରିବେନି କାରଣ ତମ ମନକୁ କିଏ ବଦଳେଇବ..

୨,ଯଦି ପାଠ ପଢ଼ାରେ ମନ ଅଛି କିନ୍ତୁ ବହି ଖୋଲିଲେ ମନ ଲାଗୁନି ତାହେଲେ ସେ ସବୁର ସମାଧାନ କରିହେବ ..

୩.ନିଜେ ନିଜେ ଜାଣି ବାକୁ ଇଛା କରki  କଣ ପାଇଁ ପଢିବାକୁ ଇଛା ହଉନି .ନିଜକୁ ପ୍ରଶ୍ନ କରକି ଠିକ ଅଛି ମୁ ପଢ଼ିବିନି..  ସତ କଥା ତ ପାଠ ପଢି ମୁ କଣ ହବାକୁ ଚାହୁଁଚି .ଏମିତି ଓଲଟା ପ୍ରଶ୍ନ ନିଜକୁ ପଚାର ନିହାତି ଭାବେ ଉତର ମିଳି ଯିବ.

୪. ରେ ମନ ଯଦି ତୁ ପଢ଼ିବୁନି ତା ହେଲେ ତୁ ରେଡି ହେଇଜା କି କାଲି ପାଖରୁ ଖରାରେ କାମକୁ ଯିବୁ .ଆଉ ତ ସପନ କୁ ବି ଭୁଲିଯା------ ତୁ ତପଢ଼ିବୁନି ତାହେଲେ ନିଜ ସପନ କେମିତି ପୁରା କରିbu .

୫. ସମୟ ବହୁତ ମୂଲ୍ୟ baan  ହାତରୁ thare ଗଲେ ଆଉ କେବେ ଫେରି ବni  ଯେତେ ମଜ଼ା ମସ୍ତି କଲୁ ସେତୀ କି ଥାଉ ବାଜି ମଜ଼ା ମସ୍ତି ଜୀବନରେ କିଛି ନୂଆ କରି ଦେଖେଇ ଲା ପରେ କରିବୁ.

୬..ମନକୁ କେବେବି ନିଜର bhaବନୀ ସେ ସବୁବେଳେ ମାଇଣ୍ଡ ସହ ସମ୍ପର୍କ କାଟିବାକୁ ଇଛା କରେ ଆଉ ମାଇଣ୍ଡ ସହ ଯଦି ristaa kati diye  ତାହେଲେ ବିନା ସିପିଉ ରେ କୋମ୍ପୁଟର ର  କାମ ଭଳି ଜୀବନ ହେଇଯିବ .

୭.ଏମିତି କିଛି chinta ku nije bhabiba ta nija bhitare kichhi paribartana nihati haba.
emiti ପ୍ରୋୟାଗ ତମକୁ ପଢିବା ପାଇଁ ଇଛା ଜାଗ୍ରତ କରାଇବାରେ ସାହାଯ୍ୟ ନିହାତି କରିବ..patikular ଏମିତି ଚିନ୍ତା କribaa 
 ତାହା ନୁହେ ଏ ତା ମୋ hisabare କହିଲି ଆପଣଙ୍କ ପରିସ୍ଥିତି ଅନୁସାରେ ଆପଣ ନିଜ ମନକୁ ପ୍ରଶ୍ନ କରିବେ..

୮ ବାହାର ଦୁନିଆ ଅପେକ୍ଷା ନିଜ ଭିତରକୁ ଟିକେ ନଜର ଦିଅ ଆଉ ଦେଖ ଆମ ମସ୍ତିସ୍କ କଣ କଣ କରି ପାରୁଛି ..ନିଜ କଳ୍ପନା ବାହାରେ କାମ ହେଇଯିବ କେତେବେଳେ ଆପଣ ନିଜେ ଜାଣିପାରିବେନି ..

୮..ଘରେ କିଛି ସମସ୍ୟା ଥିଲେ କିମ୍ବା ମନ ଭିତରେ କିଛି ଚିନ୍ତା ଚଳୁଥିଲେ ପାଠ ପଢ଼ାରେ ମନ ଲାଗେନି .ବିଶେଷ କରି ଘରର ପରିବେଶ ଅନୁସାରେ ନିଜକୁ ଚଳାଇ ପାରିଲେ ପାଠ ପଢ଼ାରେ ମନ ନିହାତି ଲାଗିବ ..


-----NIJAKU KOMJOR MONE HELE KAN KARIBA-----


1.ପ୍ରଥମ କଥା ତୋ   କେବେବି ନିଜକୁ କମଜୋର ଭାବିବନି ..ଆରେ ତମ ପାଖରେ ଯୋଉ ମନ ଅଛି ତାର ଶକ୍ତି କେତେ ତମେ ନିଜେ କେବେ କଳ୍ପନା କରିଛ .ତମ ଚିନ୍ତା ବାହାର ହେଇ ଯିବ ..ବେଳେ ବେଳେ ଆମେ କହୁଯେ ମୁ ଯଦି ଜିଦ କରିବି ସେ କାମ କଣ ବହୁତ କିଛି କରି ଦେବୀ ..ମୋ ଭାଇ ସେଇ ଜିଦ କୁ ହିଁ ମନ bali କୁହାଯାଏ .

୨.ମୋ ପାଖରେ ଅମୁକ ନାହିଁ ସମୁକ ନାହିଁ କହି କାନ୍ଦିବା ଅପେକ୍ଷା ..ନିଜ ପାଖରେ କଣ ଅଛି ସେ ସବୁ କୁ ନେଇ ଖୁସି ହଉନା ..

୩. ଆରେ bhai ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯାହାର ଆଖି ନାହିଁ ହେଲେ ତମର ତା ଆଖି ଅଛି ଆଉ ବହୁତ ସୁନ୍ଦର ଆଖି sethire ଖୁସି ହଉନା ---କେତେ ଲୋକ ଖାଇବା ଥାଇ ରୋଗ କାରଣ ରୁ ଖାଇ ପାରୁ ନାହାନ୍ତି ହେଲେ ମୁ susta କିନ୍ତୁ ମୋ ପାଖରେ ଖାଇବା ନାହିଁ ଠିକ ଅଛି କଉଠି jogad ନିହାତି କରିବି ..ଏମିତି ଭାବିକି ଖୁସି ହଉନା .

୪.ନିଜ ଭିତରେ ଗର୍ବ ଭାବନା କେବେ ରାଖଣି କାରଣ ସେମିତି ଚିନ୍ତା ରଖିଲେ ଆମ ମାଇଣ୍ଡ ସେ ସବୁକୁ ବହୁତ ଗୁଣ କରି ଆମକୁ ଫେରେଇ ଦିଏ ..ଆମ ମାଇଣ୍ଡ ଏମିତି ପାୱାର ଘର ଯଉଠି ତମେ କିଛି ବି ଦିଅ ସେ ତମକୁ ସହ ସହ ଗୁଣା କରି ଫେରେଇ ଦବ ..ଆଉ dabaara  ବାଟ ହଉଚି ଚିନ୍ତା କରି ବା ..ଅର୍ଥାତ ଚିନ୍ତା ମାଧ୍ୟମରେ ଯାହା ଯେମିତି ତମେ ମାଇଣ୍ଡ କୁ ଦବ ସେ ତମକୁ ସେମିତି ଭାବେ bahu ଗୁଣ କରି ଫେରେଇ ଦବ .

୫..ଗୋଟେ ଛେଳି ଛୁଆ କୁ କେବେ ଦେଖିଚ ଜନ୍ମ ପାଖରୁ ବାରମ୍ବାର ଚେଷ୍ଟା ମାଧ୍ୟମରେ ସେ ଚାଲିbaa ଶିଖି ଥାଏ ଆଉ ଆମେ ତ ମଶିଷ --ଛେଳି ଅପେକ୍ଷା ଆମ ପାଖରେ ବହୁତ jinisa ଅଛି  ତାହେ ଲେ ଆମେ କେବେବି କମଜୋର hei jibaani..



ଏମିତି ବହୁତ ରାସ୍ତା ଅଛି ନିଜକୁ motivate କରିବା ପାଇଁ ହୁଏତ ଏଇ ରାସ୍ତା ଆପଣଙ୍କ କାମରେ ଆସି ପାରିବ.

aajira ଏଇ ଲେଖା ଯଦି ଆପଣଙ୍କୁ ଭଲ ଲାଗି ଥାଏ ତା ହେଲେ ନିହାତି କିଛି କମେନ୍ଟ ରେ ଲେଖିbe ଆଉ like ଟିଏ debe..

NIJE KHUSIRE RUHA ANYAKU KHUSURE RAKHA...   



No comments:

Post a Comment