NUAJIBAN.COM

Search results

Followers

Monday 27 May 2019

KAN KALE AAME BHALA MANISA HEI PARIBAA

                  NAMASKAR .JAY HANUMAN JI.                                                 [କଣ କଲେ ଆମେ ଭଲ ମଣିଷ ହେଇ ପାରିବା]

 ଏମୀତୀ କଣ ଥିଲା  ଯାହା ମୋହନ ଦାସ କରମ ଚାନ୍ଦ  ଗାନ୍ଧୀ କୁ ଜାତିର ପିତା କାରୀ ପାରିଲା 

ଆଉ ଏମିତି ବି କଣ ଥିଲା   ଯାହା ସାମାନ୍ୟ ଚା ବିକାଳିକୁ ଭାରତର ପ୍ରଧାନ ମନ୍ତ୍ରୀ କରି ପାରିଲା ..ଏମିତୀ ବହୁତ ଏକଜାମ୍ପଲ ଅଚ୍ଛି ହେଲେ ଆଜି ଆମେ ଏଇ ଦୁଇ ଜଣ ମହାନ ନାୟକ ଙ୍କ ବିଷୟରେ ଆଲଚନା କରିବା .

   ସେମାନେ କୌଣସି ଧନୀ  ଘରେ  ଜାନ୍ମ ହେଇ ନ ଥିଲେ -କି ରାଜ ଉଆସରେ ରହୁନ ଥିଲେ -କିମ୍ବା ବେଶ ଭୁଷା ସେତେ ସୁନ୍ଦର  ନ ଥିଲା -ଖାଇବା  ଠିକ ଟାଇମ  ରେବି ମିଳୁ  ନ  ଥିଲା -ଆଉ କାନ ଶୁଣା ଡିଗ୍ରୀ ବି ହାସଲ  କରିନ ଥିଲେ ତଥାପି  ସେମାନେ ମହାନ ଆଉ  ଅସାଧାରଣ କେମିତି ହେଇ ପାରି ଥିଲେ .

   ଏଥିରୁ  ଏହା ପ୍ରମାଣ ହେଲା ଯେ ଟଙ୍କା ପଇସା କିମ୍ବା ବେଶ ଭୁଷା ମଣିଷକୁ ମହାନ କରେ ନାହିଁ .ବରଂ ଏଇ ଅସାଧାରଣ ପୁରୁଷ ମାନେ ଟଙ୍କା  ର ଗୁଲାମ ନ ହେଇ ସଦୁପ ଯୋଗ କରି ଥାନ୍ତି ..

     ଗାନ୍ଧିଜୀ ଙ୍କ ସହ ଆଶ୍ରମରେ ଆଉ ବହୁତ ଲୋକ ରହୁ ଥିଲେ କିନ୍ତୁ ସେମାନେ ଜାତିର ପିତା ହେଇପାରିଲେନି କାହିଁକି ..ଏମିତିକି ସୁବାସ ଚନ୍ଦ୍ର ବୋଷ ବି ଜାତିର ପିତା ହେଇ ପାରି ନ ଥିଲେ ..

       ଠିକ ସେମିତି ଗାଓଁ ରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରତିଟି ଗଲି କନ୍ଦିରେ ଚା ବିକାଳୀ ମିଳିବେ କିନ୍ତୁ ସେ ମାନେ ପ୍ରଧାନ ମନ୍ତ୍ରୀ କଣ ପାଇଁ ହେଇ ପାରୁ ନାହାନ୍ତି .ପ୍ରକୃତ କଥା କଣ ଆଉ ତା ରହସ୍ୟ ଜାଣିବା ପାଇଁ ମାନରେ ଇଛା ହେଲା ..କଣ କେମିତି କିଏ ମୋତେ କହିବ ,ବାସ କିସିଛି ନ ବୁଝି ଅଳ୍ପ ଟଙ୍କାରେ କିଛି ଜାଣିବା ଆଶାରେ ଗାନ୍ଧିଜୀଙ୍କ ଆଶ୍ରମ କୁ ଗଲି ବାହୁତ  କିଛି  ଦୁଖଦ  ପରିସ୍ଥିତି  ସାମ୍ନା କରିବା ସହ ୪ ଦିନ  କେବଳ  ପାଣି ପିଇ ବଂଚିବାକୁ ପଡିଲା -ହେଲେ  ଯାହା ଦେଖିଲି ଆଉ ଶୁଣିଲି ପଢ଼ିଲି ମୁଁ ନିଜେ ବିଶ୍ୱାସ କରି ପାରିଲିନି କି ଜଣେ ସାଧାରଣ  ମଣିଷର ଚିନ୍ତା ଧାରା ଏତେ ମହାନ କେମିତି ହେଇ ପାରିବ ..ପେଟ  ର ଭୋକ କଷ୍ଟ ଦେଉଥାଏ ହେଲେ ଖୁସି ବି ଲାଗୁ ଥାଏ କି ମୁଁ ଯାହା ଖୋଜୁଥିଲି ତାହା ଆଜି ପାଇଲି  .     

          ଥରେ ବାପୁଙ୍କ ମନରେ ପ୍ରଶ୍ନ ଆସିଲା କି ବିନା ମୂଲ୍ୟ ରେ କିଛି ଜିନିଷ  ମିଳୁ ନାହିଁ  ତାହେଲେ ମୁଁ କାହିଁ କି ମାଗଣାରେ ସ୍ୱାସ ପ୍ରସାଶ ନେବି  ତ ସେ ଦିନରୁ ସଂକଳ୍ପ କଲେ ପ୍ରତି ଦିନ ଗୋଟେ ଗଛ ଲଗାଇ ତାର ଯତ୍ନ ନେବେ .

         ଆଉ ଥରେ ଚିନ୍ତା କଲେ ମାଟିକୁ ମା ବୋଲି କହୁଛେ ତ କଣ ପାଇଁ ଅଳିଆ ଆବର୍ଜନା କରିବା -ବାସ ସେ ଦିନରୁ ସଂକଳ୍ପ ନେଲେ ନିଜେ ସ୍ୱଚ୍ଛ ରହିବା ସହ ଭାରତ ମା କୁ ବି ସ୍ୱଚ୍ଛ ରଖିବେ ଆଉ ଆରମ୍ଭ ହେଲା  ସ୍ୱଚ୍ଛ ଭାରତ ର ଅଭିଯାନ ..

        ଉପଦେଶ  ଦବ ଆଗରୁ ନିଜେ ମାନୁ ଥିଲେ ତା ପରେ ପ୍ରାକଟିକାଲ ଆଉ ଥିଓରୀ ଲୋକଙ୍କୁ ବୁଝାଉଥିଲେ ..

     ରକ୍ତ ମାଂସ ଧାରୀ ଥିଲେ ସତ ହେଲେ ତାଙ୍କ ମହାନ ଚିନ୍ତାରେ ନିଜେ ଅନୁ ପ୍ରାଣିତ ହବା କାରଣ ରୁ ଆଜି ମହା ମାନବ ହେଇ ପାରି ଛନ୍ତି .

୭...ଭାଗବତ ରେ ଗୋଟେ କଥା ଅଛି ...ପ୍ରାଣୀ ଯାହା ଚିନ୍ତଇ  ---କାଳ କ୍ରମେ ତାହା ଘଟଇ ..ଏଇ କଥା ନରେନ୍ଦ୍ର ମୋଦି  ଙ୍କ ଜୀବନରେ ଵୀ ଘାଟି ଥିଲା ..ନିଜ ଆବଷ୍ୟକାତା ପୁରା କରିବା ପାଇଁ ଚା ବିକୁ ଥିଲେ ସତ  ହେଲେ ତାଙ୍କ  ଚିନ୍ତା ବହୁତ ଉଚ୍ଚ ଆଉ ମାହାନ ଥିଲା ...ସେ କାରଣ ରୁ ଆଜି  ଭାରତର ମହା ନାୟକ ହେଇ ପାରିଛନ୍ତି ..

୮  ..ଯଦି କୌଣସି ଗୋଟେ କାମକୁ ତୁମେ  କଠିନ ବୋଲି ଭାବିବା ତା ହେଲେ ସେ କାମ ସତରେ  କଠିନ ହେଇ ଯିବା -କିନ୍ତୁ କଠିନ କାମକୁ ଯଦି ଆମେ ଭାବିବା --ଆରେ ଏ ସାମାନ୍ୟ କାମ କୁ କିଏ କରି ପାରିବନି -ମୁ  ନିହାତି ଭାବେ କରି ପାରିବି ---ବାସ ଏଇ ଚିନ୍ତା ସେ କାମ କୁ ସହଜ କରିବା ସହ ସଫଳ କରାଇ ଥାଏ ......ଆଉ ଏ କାମ ରେ god  ବି ସବୁ ପ୍ରକାରେ ହେଲ୍ପ କରନ୍ତି ଆଉ ଆମକୁ ଠିକ ବାଟ ଦେଖେଇ ଦିଅନ୍ତି ..

୯.....ଦୁନିଆର କୌଣସି ପରିସ୍ଥିତି ମୋତେ ସେ କାମରୁ ରୋକି ପାରିବନି ମୁଁ ନିହାତି କରିବି ----ଆଉ ଏମିତି ଉତ୍ସାହ ପୁର୍ଣ ଚିନ୍ତାରେ ହିଁ ଅଧିକ ଦୁଃଖ ଆସେ କାହିଁକିନା -କମାର ଲୁହାକୁ ଗରମ କରି ହାତୁଡ଼ିରେ ପିଟି ପିଟି ନୂଆ ଆଉ ସୁନ୍ଦର ରୂପ ଦେଇ ଥାଏ .ଆମେ ବୁଝି ନ ଥାଉ କି ଏ କମାର କାହିଁକି ହାତୁଡ଼ିରେ ପିଟୁଛି .କିନ୍ତୁ ଶେଷ ବେଳେ ହିଁ ସତ କଥା ଆମକୁ ଜଣା ପଡେ .ଠିକ        ଏମିତି ହିଁ  ଆମକୁ ଦୁଃଖ କଷ୍ଟ ରୂପକ ପରିସ୍ଥିତି ର ହାତୁଡି ମାଡ ଖାଇବାକୁ ହବ ଆଉ ତା ପରେ ଆମେ ବି ନିହାତି କଉଛି ନୂଆ ରୂପ ଆଉ ଅଲଗା କିଛି ହେଇ ପାରିବା..

୧୦..ତଃ ଆଜି ଆମେ ଶିଖିଲୁ କି tankaa  ପଇସା କେବେ ବି କାହାକୁ ବଡ ମଣିଷ କରିଦିଏ ନାହିଁ ..ଯାହାର ଚିନ୍ତା ଯେମିତି ସିଏ ସେମିତି ହେଇ ଥାଏ .ମହାନ ହବାର ଚିନ୍ତା ରଖ ଆଉ ସେ ଚିନ୍ତାରେ ଅନୁ ପ୍ରଣୀତ ହୁଅ ତା ପରେ ସେ ମିତି କାମ କରି ଇତିହାସ କୁ ବଦଳେଇ ଦିଅ ... 

JADI BHALA LAAGUCHI TAAHELE COMMENT RE NIHATI KICHHI LEKHIBE TAAKI MOTE BI KHUSI LAAGIBA.
             WHATSAPP RE ....JODI HABAA PAAIN..8917495865 RE JOIN.

    AAPANANKA RA MANARA KICHHI BI KATHAA KU SHARE KARI PAARIBE..
     THANK U...THANK U...THANK U,,
          

No comments:

Post a Comment