NUAJIBAN.COM

Search results

Followers

Thursday 13 June 2019

KARMA HI BHAGABAN EI KATHA KETE BHUL AAU KETE THIK

କର୍ମ ହିଁ ଭଗବାନ ୟେ କଥା କେତେ ଠିକ ଆଉ କେତେ ଭୁଲ 


ଯେବେ ବି ଧର୍ମ କଥାକୁ ନେଇ ଯୁକ୍ତି ହୁଏ ପ୍ରାୟେ ଶୁଣି ଥିବେ ଆରେ ଯେମିତି କର୍ମ ସେମିତି ଫଳ -ଆଉ କର୍ମ ହିଁ ଭଗବାନ -ବାସ ଏତିକି କହି କହୁ ଥିବା ଲୋକ ବାହାଦୁରି ମାରି ନିଏ କାହିଁ କିଣା ସେ କଥାକୁ କାଟିବା ଵାଲା ସେଇଠି କେହି ବି ନ ଥାନ୍ତି ..କିନ୍ତୁ ଆଜି ମୁ ଏମିତି ଗୋଟେ ଲଜିକ କହିବି ଯାହାକୁ ପଢିଲା ପରେ ଆଶ୍ଚର୍ଯ୍ୟ ହେଇ ଯିବେ ଯେ ୟେ କଣ ସତ ବୋଲି ---କିଛି ଜାଣିବା ଆଗରୁ ଆମକୁ ବୁଝି ବାକୁ ହେବ ଯେ କର୍ମ କଣ ଆଉ ଭଗବାନ କଣ ----
krishna bhagaban in odia
what is karma in odia


କର୍ମ କଣ -----


         ସାଧାରଣ ଭାଷାରେ କହିବାକୁ ଗଲେ କିଛି କ୍ରିୟା କରିବାକୁ ହିଁ କର୍ମ କୁହା ଯାଏ .
ଯଦି ୟେ କଥା ସତ ତାହେଲେ ମୋ ହିସାବରେ କର୍ମ ଦୁଇଟି ଜିନିଷରେ ହୁଏ -ଆଉ ସେସବୁ ହେଲା

 ୧...ଆମେ ଚିନ୍ତା କରୁଥିବା ମନ ଆଉ ଉଦ୍ଦେଶ୍ୟ 

୨....ଶରୀର 


ଆଖି କାନ ପାଟି ଏମିତି ଇନ୍ଦ୍ରିୟ ମାନଙ୍କ ରେ ହଉଥିବା କ୍ରିୟା କୁ ଆମେ କର୍ମ ବୋଲି କହି ଥାଉ..
ଆଉ ଆମେ ସୋଇଥିବା ବେଳେ କିମ୍ବା ଅନ୍ୟ ସମୟରେ  ଆମ ମନ ଚିନ୍ତନ କରି ବହୁତ କିଛି ଚିନ୍ତାକୁ କଳ୍ପନା କରିଥାଏ ଆମେ ତାହାକୁ ବି କର୍ମ ବୋଲି କହିଥାଉ .              [ଆସନ୍ତୁ ଜାଣିବା ---ଟିକେ ଗଭୀର ଭାବରେ ବୁଝିବାକୁ ଚେଷ୍ଟା କରିବେ]

ମେ ସୋଇଥିବା ବେଳେ କିମ୍ବା ଅନ୍ୟ ସମୟରେ  ଆମ ମନ ଚିନ୍ତନ କରି ବହୁତ କିଛି ଚିନ୍ତାକୁ କଳ୍ପନା କରିଥାଏ ଆମେ ତାହାକୁ ବି କର୍ମ ବୋଲି କହିଥାଉ .              [ଆସନ୍ତୁ ଜାଣିବା ---ଟିକେ ଗଭୀର ଭାବରେ ବୁଝିବାକୁ ଚେଷ୍ଟା କରିବେ]

 ଭଗବାନ କଣ 


ଯାହାର ଶକ୍ତି ଅଛି ସେ ଶକ୍ତିମାନ ------ଯାହାର ଧନ ଅଛି ସେ ଧନବାନ ---ଠିକ ସେମିତି ଯାହାର ଭୋଗ ଅଛି ସେ ଭଗବାନ -----ହଁ ସାରା ସଂସାରରେ ଛ ଟି ଭୋଗ ଅଛି ଯାହାକି ଦୁର୍ଲଭ ଆଉ ସେ ସବୁ ଏକ ସହ ଯାହା ପାଖରେ ଥାଏ ଆଖି ବୁଜି ମାନିବାକୁ ହେବେଯେ ସେ ଭଗବାନ .......କିନ୍ତୁ ଇଶ୍ୱର ଆଉ ଭଗବାନ ଏକାଅର୍ଥରେ ଦୁଇଟି ଶବ୍ଦକୁ କେବେ ବୁଝି ବେନି ....
ଇଶ୍ୱର ଙ୍କୁ ପୃଥିବୀ କୁ ଆସିବାକୁ ହେଲେଁଭଗବାନ  ହବାକୁ ପଡିବ.........ସେଇ ଭଗବାନ ଯେବେ ଯୋଗ ସମାଧି ରେ ନିଜ ସହ ଏକାକାର ହେଇ ଯାନ୍ତି ସେତେବେଳେ ସେ ପୁଣି ଇଶ୍ୱର ହେଇ ଯାନ୍ତି ....

ଏକଥା କୁ ଅଧିକ ବୁଝାଇବାକୁ ଚେଷ୍ଟା କରିବି ଆଉ ଗୋଟେ ବିଷୟରେ ....

 ଏବେ କୁହନ୍ତୁ କର୍ମ ସହ ଭଗବାନ ର କିଛି ସମ୍ପର୍କ ଅଛି କି ..ନାହିଁ ନା ..?...........ତାହେଲେ କର୍ମ ହିଁ ଭଗବାନ ଏକଥା କଣ ମିଛ ...ନା ନା ଜମା ମିଛ ନୁହେ .....ମିଛ ଆମ ବୁଝିବାରେ ଅଛି...

ପ୍ରକୁତ ସତ କଣ ଆପଣ ଜାଣିଲେ ..ନିହାତି ଖୁସି ହେବେ....

କିଛି କରିବାକୁ ଯଦି ଆପଣ କର୍ମ boli  କହୁ ଛନ୍ତି ଆଉ ସେ କର୍ମ କୁ ଭଗବାନ ବୋଲି କହୁ ଛନ୍ତି --------ତାହେଲେ .....ଜଣେ ଚୋରି କଲେ କଣ ପାଇଁ ଦଣ୍ଡ ପାଉଛି ..ଆଉ କୌଣସି ଝିଅର ଜୀବନ ନଷ୍ଟ କଲେ ଫାଶୀ କଣ ପାଇଁ ମିଳୁଛି ...କିରେ ଭାଇ କର୍ମ ପରା ଭଗବାନ ବୋଲି କହୁ ଥିଲ....ତାହେଲେ ସେମାନେ ବି ତ କର୍ମ କରିଛନ୍ତି ତାଙ୍କର ଭୁଲ କଣ ରହିଲା .....

ଏକଥାକୁ ଟିକେ ଗଭୀର ଭାବେ କହିଲେ ଆପଣ କହିବେ କି ଯିଏ ପାପ କର୍ମ କରିବ ସେ ଦଣ୍ଡ ପାଇବ --ଆରେ ଭାଇ ଆଗେ କହିଲ କି କର୍ମ ହିଁ ଭଗବାନ ଆଉ ଏବେ କହୁଛ ପୁଣି ପାପ ପୁଣ୍ୟ କର୍ମ ......ତାହେଲେମୋତେ କୁହ ପାପ ପୁଣ୍ୟ karma  କଣ କଣ


ଆପଣ କହିବେକି ଖରାପ କାମକୁ ପାପ ବୋଲି କହି ଥାଉ .......................ଯଦି ପ୍ରକୁତରେ ଆପଣ ଙ୍କ ଚିନ୍ତା ଏମିତି ଥିବ ତାହେଲେ ଭାବୁଛି ଆହୁରି ବହୁତ କିଛି ଆପଣ ଙ୍କୁ ବୁଝି ବାର ବାକି ଅଛି


ଆସନ୍ତୁ ଜାଣିବା ପାପ ପୁଣ୍ୟ କୁ କେମିତି ଚିଂ ହିବା ...............

ଜଣେ ଆର୍ମି ଲୋକ ଯଦି ଶତ୍ରୁ କୁ ମାରି ଦଉଚି ତାହେଲେ ତାକୁ ମେଡାଲ ମିଳୁଛି କିନ୍ତୁ ଆମେ ଯଦି କାହାକୁ କିଛି ବି ଭୁଲ କହି ଦଉଛେ ତାହେଲେ ଆମକୁ ଥାନା ଯିବାକୁ ପଡୁଛି .....

ଜଣେ ଡାକ୍ତର ଯଦି ପେଟକୁ କାଟି ଦଉଚି ଆଉ ଭୁଲରେ ଯଦି ମରିବି ଯାଏ ସେ ଲୋକ ତାହେଲେ ତାର ଭୁଲ ନାହିଁ କିନ୍ତୁ ଆମେ ଯଦି କାହାକୁ ଟିକେ କାଟି ଦଉଛେ ଆମ ନାଁରେ କେଶ.....

ଏଇ ଦୁଇଟି ଉଦାହରଣରୁ ଆପଣ କଣ ବୁଝିଲେ .....କିରେ ଭାଇ କର୍ମ ତ ସବୁ କରୁଛନ୍ତି ହେଲେ ଏତେ ଫରକ କଣ ପାଇଁ
ସେଇ ଡାକ୍ତର ଯଦି ଡାକ୍ତର ଖାନା ବାହାରକୁ  ଆସି କାହାକୁବି ପେଟ କାଟି  ଦିଏ  ତାହେଲେ ତା  ନାଁରେ ଥାନାରେ  କେଶ .....

ତାହେଲେ ଭଲ ମନ୍ଦ ବିଚାର ଆଉ ନିଷ୍ପତି କରିବା ବହୁତ କଷ୍ଟ .........ଏଇ ଉଦାହରଣ କୁ ଟିକେ ଶାନ୍ତ ମନରେ ବୁଝି ବାକୁ ଚେଷ୍ଟା କର ......ଜାଣିବାକୁ ପାଇବା କି କର୍ମ ର ଖେଳ କଉଠି ଆଉ କେମିତି ...

ଡାକ୍ତର ଜଣେ କିନ୍ତୁ ଜାଗା ଅନୁସାରେ ତା କର୍ମ କୁ ଭଲ ମନ୍ଦ ବୋଲି ଆମେ ବିଚାର କରୁଛେ .....ତାହେଲେ କଣ ମୁ କହି ପାରିବି କି ମଣିଷର ଉଦ୍ଦେଶ୍ୟ ଅନୁସାରେ ହଉଥିବା  କର୍ମରେ ହିଁ ଭଲ ମନ୍ଦ ନିର୍ଭର କରିଥାଏ ......ଯଦି ଆପଣ ଏଇ କଥାରେ ଏକ ମତ ତାହେଲେ ମୁ ଭାବୁଛି ଆପଣ ଭଲ ଭାବରେ ବୁଝି ଲେ ବୋଲି .....


ଡାକ୍ତର ଯେତେ ବେଳେ ରୋଗୀ କୁ ପେଟ କାଟେ ରୋଗ ଭଲ କରିବା ପାଇଁ ସେଟେ ବେଳେ ତାର କିଛି ବି ଭୁଲ ହୁଏନି କାହିଁ କିଣା ତା ଉଦ୍ଦେଶ୍ୟ ଭଲ ------ଆଉ ଚିନ୍ତା ଭଲ -----କି ମୁ ତାକୁ ଭଲ କରିବି ...

କିନ୍ତୁ ସେଇ ଡାକ୍ତର ଯଦି  ବାହାରେ କାହାକୁ ବି ପେଟ କାଟି ଦିଏ ତାହେଲେ ତାର ଦୋଷ ହେଇ ଯାଏ କାହିଁ କିନା ତା ଉଦେଶ୍ୟ ଖରାପ ଥିବାରୁ ସେ ଏମିତି କାମ କରିଲା .....

.....ତାହେଲେ ସବୁ କଥାର ମୂଳ ଏଇଆ ହେଲାକି ଭଲ ଚିନ୍ତା ଆଉ ଭଲ ଉଦେଶ୍ୟ ରଖି କାମ କର ଆଉ ସେଇ କାମ ହିଁ ଭଗବାନ ହେଇ ଯିବ ..ଅର୍ଥାତ ଭଲ ଫଳ ମିଳିବ ସେଇ ଫଳକୁ ଆମେ ପାଇଲେ ନିହାତି ଖୁସି ଅନୁଭବ କରି ପାରିବ ଆଉ ସେଇ ଖୁସିରେ ହିଁ ଭଗବାନ ଲୁଚି ରହି ଥାନ୍ତି ........

ଏଇଥି ପାଇଁ ମୁ ଆଗରୁ ବି କହୁଛି ତମେ କଣ କରୁଛ ସେଇଟା  ସେତେ ଜରୁରୀ ନୁହେ କିନ୍ତୁ ସେଇ କାମକୁ କଣ ଚିନ୍ତା ଆଉ କଣ ଉଦେଶ୍ୟ ରେ କରୁଛ ତା ଉପରେ ତୁମ କାମର ଭଲ ମନ୍ଦ ବିଚାର ହବ ସହ ଫଳ ନିର୍ଧାରିତ ହେଇ ଥାଏ ....


ଯଦି ତମେ ମନ୍ଦିର ରେ ପୂଜା କରୁଛ ଆଉ ତମ ମନ ଫିଲ୍ମ ହଲଲ ରେ ତା ହେଲେ ତୁମେ କେବେବି ପୂଜା ର ଫଳ ପାଇଁ ବନି

ପାଠ ପଢା ସମୟରେ କିରକେଟ ବଲଳ କଥା ଭାବିଲେ କେବେ ବି ଭଲ ପାଠ ମିଳିବନି ....ଠିକ ସେମିତି ଚିନ୍ତା ଆଉ ଉଦେଶ୍ୟ ଅନୁସାରେ ...ହଉଥିବା କର୍ମରେ ଭଲ ହେଲେ ଆମେ ସେଇ କର୍ମକୁ ଭଗବାନ ବୋଲି କହି ପରିବା



ଆଶା ଅଛି ନିହାତି ଭଲ ଲାଗି ଥିବ ବୋଲି.....ଆଗକୁ ଭଲ ପୋଷ୍ଟ ଅଛି ନିହାତି ଯୋଡି ହେଇ ରୁହନ୍ତୁ ...... 

Wednesday 5 June 2019

KAN KALE SABUDINA KHUSIRE RAHI PARIBAA

-------------------------ସୁଖୀ ହବାର ଜବର ଦସ୍ତ ଉପାୟ ବିଷୟରେ ଆଜି ଜାଣିବା -----

[ସୁଖ କଣ
କେମିତି ସୁଖ ମିଳିଥାଏ
କେମିତି ସବୁଦିନ ସୁଖୀ ହେଇ ପାରିବ  ]

ଭାଇ ମୋତେ ଟିକେ ହେଲ୍ପ କରିବ ମୋର ୨୦୦୦୦ ଟଙ୍କାର ଖୁସି ଦରକାର ଟିକେ ଆଣିଦେବେକି ..
ଲୋକ ମାନେ କହିବେ ଆରେ ଏଇଟା ପାଗଳ ଲୋକ ଟା
ହାଟ ବଜାର ରେ କଣ  ଖୁସି ମିଳି ଥାଏ .....ନା କାଉ ଦୁନିଆରେ ବିକ୍ରି ହଉଚି ..

ହେଲେ ଟିକେ ଏଇ କଥାକୁ ଧ୍ୟାନ ର ସହ ଚିନ୍ତା କର ସେ ଲୋକ ମାନେ  ଠିକ କହି ଥିବେ ..ହେଲେ ସେଇ ଭୁଲ ସେମାନେ ନିଜେ କରୁ ଛନ୍ତି ..ଆଉ ସେ ଭୁଲ କଣ ଆସନ୍ତୁ ଆଗକୁ ଜାଣିବା .....

ନମସ୍କାର ପାଠକ ବନ୍ଧୁ ମୁ ଚନ୍ଦ୍ରକାନ୍ତ ସିଂ welcome କରୁଛି ଆଜି ର ନୂଆ ପୋଷ୍ଟ କୁ

ଆଜିର TOPOC ପୁରୁଣା କିନ୍ତୁ ନୂଆ କିଛି ଜାଣିବା ଆସନ୍ତୁ...ପିଲାରୁ ବୁଢା ସବୁ ଚାହାନ୍ତି ମୁ ଟିକେ ଖୁସିରେ ରହିବି .ଆଉ TAA ପାଇଁ ଦିନ ରାତି ଏକ କରି ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହେଇ ପଡନ୍ତି .ଏତେ ବ୍ୟସ୍ତ ହେଇ ପଡନ୍ତି ଯେ ଭୁli ଯାନ୍ତି କି କଣ ପାଇଁ ଟଙ୍କା ରୋଜଗାର କରୁଛନ୍ତି .

   ------------ କଣ ଆପଣ ବି ଏ କ୍ୱେଟାଗୋରି ରେ ଅଛନ୍ତି .ତଃସେଥିରୁ ବାହାରି ବା ପାଇଁ କିଛି କଥା ସେୟାର କରିବି --ବିଶ୍ୱାସ ଅଛି କି ନିହାତି ଭାବେ ଭଲ ଲାଗିବ ....
SAMPURNA RUPE PADHIBE - EMITI NA HAU KI KICHHI BUJHI BA AAGARU AAPANA PADHAA BAND KARI DEBE

୧.ଏମିତି ବି ବହୁତ ଲୋକ ଅଛନ୍ତି ଯାହାରକି ଟଙ୍କା ପଇସାର ଅଭାବ ନାହିଁ ତଥାପି ସେ ମାନେ ଖୁସିରେ ନାହାନ୍ତି

୨.ଟଙ୍କା ପଇସା ମାନ ସଂମାନ ଅଛି ଟତାହାପି ଖୁସିରେ ନାହାନ୍ତି .

୩.ଘର ଦୁଆର ପିଲା ଛୁଆ ସବୁ ଅଛି ତଥାପି ଖୁସିରେ ନାହାନ୍ତି .

୪.ଯଦି ଆପଣ ବି ଭାବୁ ଥିବେ କି ଟଙ୍କା ପଇସାରେ ସବୁ ଖୁସି ମିଳିଥାଏ ବୋଲି TAA ହେଲେ ଭୁଲ ଭାବୁ ଥିବେ .

୫.ହଁ କିଛି ମାତ୍ରାରେ ଆବଶ୍ୟକ ଜିନିଷ ଆଉ କିଛି ସୁବିଧା ମିଳି ପାରିବ କିନ୍ତୁ ସୁଖ ନୁହେ .

୬.ସୁଖ ବାସ୍ତବରେ କଉଠି ଅଛି ଆଉ କେମିତି ମିଳିବ ଟା ଉତ୍ତର ଚିନ୍ତା କଲେ ନିହାତି ମିଳି ପାରିବ କିନ୍ତୁ ଆମେ ନିଜ ପାଖରେ ନ ଖୋଜି ବାହାରେ ଖୋଜୁ ସେ ପାଇଁ ଆମକୁ ଖୁସି ମିଳେନି କାରଣ ଖୁସି ବାହାରେ କଉଠି ନାହିଁ କେବେଳେ ନିଜ ଭିତରେ ହିଁ ଅଛି .

୭. କଣ ମୁକେଶ ଅମ୍ବାନୀ କୋରଡ଼ pati ବହୁତ ଖୁସିରେ ଅଛି କେବେ ବି ନାହିଁ ..ଆଉ ରହିବ ବି କେମିତି ଚିନ୍ତା ସବୁବେଳେ ବେpaର କରିବାରେ ଆଉ ସୁଖ କଥା କେତେବେଳେ ଭାବିବ ଯେ  ...

୮.ଯଦି ପାଖରେ ଟଙ୍କା ନାହିଁ ଭାବିଲା କି ଟଙ୍କା ମିଳିଲେ ଖୁସି ହେବି ଟଙ୍କା ରୋଜଗାର କଲ..ତା ପରେ ମନରେ ଆସିଲା କି ଏତିକିରେ ହଉନି ଆଉ ଅଧିକା ଦରକାର ..ଟା ପରେ ଅଧିକ କାମ କଲ ଟା ପରେ ମନରେ ଆସିଲା କି ତାଙ୍କର ଏତେ ସବୁ ଜିନିଷ ଅଛି ମୋର ନାହିଁ ସେସବୁ ଆଣିଲେ ମୁ ଖୁସି ହେବି ସବୁ କିଛି କଲ ତଥାପି ଖୁସି ନାହିଁ .ଟଙ୍କା ଅଳ୍ପ କାରଣ ରୁ ଲୋନ ନେଲା ଭଲ ଭଲ ଜିନିଷ ଆଣିଲା ତଥାପି ଖୁସି ନାହିଁ ..ମନରେ ସବୁ ବେଳେ ଦ୍ୱାରା ଯଦି ମୋ ଚାକିରୀ ଚାଲିଯିବା ତାହେଲେ ମୁ କଣ କରିବି ..ଏମିତି ବହୁତ ଚିନ୍ତା ହେଲେ ଖୁସି ତଥାପି ମିଳିଲାନି ..

୯. କିରେ ଭାଇ ସୁଖ ପାଇଁ ଏତେ ସବୁ କଲ ତଥାପି କଣ ସୁଖ ନାହିଁ ତାହେଲେ ସୁଖ କେମିତି ମିଳିବ ..

,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ଆସନ୍ତୁ ଜାଣିବା ତାର ଉତ୍ତର କଣ.............................................................
TIKE THIKSE BUJHIBAKU CHESTA KARIBE 

୧.ପ୍ରଥମେ ନିଜ ମାଇଣ୍ଡ କୁ ଏମିତି ଟ୍ରେଣ୍ଡ କରକି duniara କିଛି ବି ଜିନିଷ ମୋତେ ଖୁସି କିମ୍ବା ଦୁଖୀ କରି ପାରିବନି .

୨.ମୁ ଯାହାବି କିଛି କରିବି କେବେଳେ ଆବଶ୍ୟକତାକୁ ପୁରଣ ପାଇଁ କରିବି .

୩.ମୋତେ ଟଙ୍କା ପଇସା ରୋଜଗାର କରିବାରେ ମଜାଲାଗୁଛି .ମୁ ରାତି ଦିନ କାମ କରି ପାରିବି କାରଣ ମୋତେ କାମ କରିବାରେ ମଜା ଲାଗୁଚି ଆଉ ବହୁତ ଖୁସି ବି ଲାଗୁଚି .ହସିbara ମୁହୂର୍ତକୁ ମାନେ ପକେଇ ହସିବା ର ଅଭ୍ୟାସ କର .

୪.କେବେ ଯଦି ନିଜ ପସନ୍ଦ ର ହିର ର ଫିଲ୍ମ ଦେଖୁ ଥାଅ ଦୁଇ ଘଣ୍ଟା କଣ ପୁରା ଦିନ ଭୁକ ସସ bhuli  ପୁରା ମଜ଼ାରେ କାଟି ଦିଅ ଦୁଃଖ କିମ୍ବା କଷ୍ଟ ବି ଲାଗେନି..କାରଣ ତମେ ସେ ହୀରକୁ ପସନ୍ଦ କରୁଛ .

୫.ଠିକ ସେମିତି ନିଜ କାମକୁ ପସନ୍ଦ କର ଆଉ ପୁରା ମଜା ନିଅ .କିଛି ଦିନ ଟିକେ ଆସୁ ବିଧା ହବ କିନ୍ତୁ ମନକୁ ଟ୍ରେଣ୍ଡ କରି ଚାଲିଲେ ସବୁ ଠିକ ହେଇ ଯିବ..

୬.ସବୁ ପରିସ୍ଥିତିରେ କିଛି ନା କିଛି ଭଲ ଥାଏ ଆଉ ସେ ଭଲ କୁ ଖୋଜିବାର ପ୍ରୟାସ କର ..କେବେବି କିଛି ଆମ ପାଇଁ ଖରାପ ହେଇ ନ ଥାଏ ..ଦୁଃଖ ସମୟ କୁ ନିଜ ପଜିଟିଭ ଚିନ୍ତା ରେ ଖୁସିର ସମୟ କରି ଦିଅ ତା ଜୀବନ ରେ ବହୁତ ବଡ ସଫଳତା ସେଇଟା ହେଇଯିବ.

୭.ଖୁସି haata ବଜାର ରେ ବିକ୍ରି ଜିନିଷ ନୁହେ .ନିଜ ଭିତରେ ନିଜ ଚିନ୍ତାରେ ଖୋଜିବାକୁ ଚେଷ୍ଟା କର ଆଉ ସବୁ ଦିନ ଖୁଶିରେ ରୁହ.

୮.ମାନେ କର ଆଜି କିଛି ଗୋଟେ ଜିନିଷ ନାହିଁ ତଃ ମନକୁ ଦୁଃଖ ହବାକୁ ଦିଅ ନାହିଁ ଭଲ ଚିନ୍ତାରେ ଖୁସି କରାଅ କେମିତି କରିବ ସେଇଟା ତୁମ ଉପରେ ନିର୍ଭର କରେ.

୯.ଆରେ ଆଜି ଏ ଜିନିଷ ନାହିଁ ତ ଠିକ ଅଛି କାଲିକି ଆସିଯିବ .ସବୁଦିନ ଭଲ ଖାଉଛେ ଆଜି ଟିକେ ଖରାପ କାଇଁକି ଦେଖିବା ଅସୁବିଧା କଣ ହଉଚି ....

୧୦.ସ୍ପିରିଟୱାଲ ବାଟରୁ ଜାଣିଲେ ଯଦି କେବେ କିଛି ଜିନିଷ ଆମ ପାଖରେ ନାହିଁ ତାହେ ଲେ ଆମ ଭଲ ପାଇଁ ହିଁ ନାହିଁ..
     ଏ କଥା ବହୁତ ଶାନ୍ତ ମନରେ ଭାବିଲେ ଆଉ ସବୁ ବାଟକୁ ବୁଝି ବିଚାର କଲେ ନିହାତି ଜାଣି ପାରିବ କି କଣ ପାଇଁ ଆଜି ଏ ଜିନିଷ ମୋ ପାଖରେ ନାହିଁ କିମ୍ବା ଏମିତି ପସୀସ୍ତୀଟି ଆସିଛି ..

<<<<<<<<<<<<<<<<<<<<<<<<>>ବୁଝିବାକୁ ଚେଷ୍ଟା କର >>>>>>>>>>>>>>>>>>>>>>>>>>>>>>>>>>

୧.ଘରକୁ ଗଡ଼ାମ  ଘର କରନି .ଯାହାବି ଅଛି ସେତିକିରେ କଣ କଲେ ଖୁସି ହେଇ ହସି ପାରିବେ ସେ ପାଇଁ ନୂଆ ନୂଆ ଉପାୟ ଖୋଜ ..

୨.ମନେ କର ବାଟରେ JIBAA ସମୟରେ କାହାର ଗୋଟେ ଶବ ମଶାଣୀକୁ ଯାଉଛି ଆଉ taaସହ କିଛି ଲୋକ ବି କାନ୍ଦୁଛନ୍ତି .ସେସବୁ ଦେଖିଲେ ଆପଣ ଙ୍କ ଆଖିରେ ଲୁହ ଆସିବକି .ଭାବୁଛି କେବେବି ଆସିବନି କାରଣ ସେ ଲୋକ ସହ ତୁମର କିଛି ବି ସମ୍ପର୍କ ନାହିଁ .ଯଦି ସମ୍ପର୍କ ଥାନ୍ତା ମନର ଇଛା ଅନୁସାରେ ଖୁସି କିମ୍ବା ଦୁଖୀ ହେଇ ଥାନ୍ତେ .

୩.ଠିକ ସେମିତି କିଛି ଜିନିଷ ପାଇବାର ଇଛା ଥିବ ଆଉ ନ ମିଳିଲେ ଆମେ ଦୁଃଖ କରୁ ..କାହିଁକିନା ଆମ ଭାବନା ରେ ମନକୁ ଏମିତି ଶିଖାଇ ଦେଇଛେ କି ମନରେ--- ଯଦି ତୁ ସେ ଜିନିଷ ପାଇବୁ ଖୁସି ହବୁ ନ ପାଇଲେ ଦୁଃଖ କରିବୁ ..ଆପଣ ଙ୍କ ମାଇଣ୍ଡ ପ୍ରୋଗ୍ରାମିଙ୍ଗ କେତେବେଳେ ଏମିତି ହେଇ ଯାଇ ଥିବ ଆପଣ କିଛି ବି ଜାଣି paari ନ ଥିବେ .

୪.କିରେ ଭାଇ ନିଜ ମାଇଣ୍ଡ କୁ ନିଜେ କଣ୍ଟ୍ରାଲ କରୁନ .ମାଇଣ୍ଡ କୁ ଏମିତି ଚିନ୍ତା ଦିଅ କି ଯଦି ସେ ଜିନିଷ ମୋତେ ମିଳିବ ତାହେଲେ ବି ମୁ ଖୁସି ଯଦି ନମିଳେ ତଥାପି ମୁ ଖୁସି କାରଣ ମୁ ଚେଷ୍ଟା  କରିଛି ସେ ଜିନିଷ ପାଇବାରେ,..
 ଆରେ ମୁ ହାର ମାନିbaa ପିଲା ନୁହେ ଠିକ ଅଛି ଆଜି ନ ହେଲା ନାହିଁ କାଲି ନିହାତି ଭାବେ ସେ ଜିନିଷ କୁ ହାସିଲ କରିବି ..

୫..ଏମୀତିପଜିଟିଭ ଚିନ୍ତା ମନକୁ ଦିଅ କି ମଲା ଗଛ ରେ ଜୀବନ ଆସେ ଯେମିତି ସାରା ଆଉ ପାଣି ଦେଲେ ...

୬.ଏମିତି ଚିନ୍ତା ମାଇଣ୍ଡ କୁ ମିଳିଲେ ଏକ ପ୍ରକାର ବିଶେଷ ହର୍ମନ ଝରିବା କାରଣରୁ ଆମ ଖୁସି ଆହୁରି ବହୁ ଗୁଣା ହେଇ ଆମକୁ ମିଳି ଥାଏ.

୭. ଯଦି ତମେ ପ୍ରକୃତରେ ଭୋକିଲା ତାହେଲେ ଶୁଖିଲା ରୁଟି ରେ ଆଉ ଖଟା ପଖାଳ ରେବୀ ସରଗ ସୁଖ ପାଇବ..କିନ୍ତୁ ତମ ମନ ଯଦି ସ୍ୱାଦ ଲାଳସାରେ ଭୋକିଲା ଥିବ ତାହେଲେ ସିଏ ସେ ଖୁସିକୁ ଅନୁଭବ କରିପାରିବନି .ଆଖି ବଦଳେଇବା ଦରକାର ନାହିଁ ବାସ ନିଜ ଚିନ୍ତା ଆଉ ଦୃଷ୍ଟି କୋଣକୁ ବଦଳେଇ ଦିଅ ବାସ ସବୁ କିଛି ଭଲ ହେଇ ଯିବ .

୮.ତମେ କାହାର ଚାକର ହୁଅ ନାହିଁ ..ସୁଖୀ ହବାକୁ ହେଲେ କିଛି ଜିନିଷ ର ଗୁଲାମ ହୁଅ ନାହିଁ
freedam ହୁଅ .ଆରେ ଏ ଜିନିଷ ନାହିଁ ତା ଠିକ ଅଛି ମୁ ଅଲଗା କିଛି ର ବ୍ୟବସ୍ତା କରିବି ..

୯..ଯିଏ ଶାଗ ପଖାଳ ରେ ବି ଖୁସି ଆଉ ମାଂସ ଭାତ ରେ ବି ଖୁସି ସେ ହିଁ ପ୍ରକୃତରେ ଖୁସି ର ଅଧିକାରୀ...

ସବୁ ପରିସ୍ଥିତିରେ ମଜ଼ା ମସ୍ତି ଆଉ ହସିବାର ବାଟ ଖୋଜିବା ହିଁ  ଖୁସି ହବାର ଜବର ଦସ୍ତ ଉପାୟ ...



ଖୁସି ବାଣ୍ଟ ଖୁସି ନିହାତି ବହୁ ଗୁଣରେ ପାଇବ ଏଥିରେ କିଛି ବି ସନ୍ଦେହ ନାହିଁ ......



THANKU .....ନିଜ ମତା ମତ କମେନ୍ଟ ରେ LEKHIBE

 ସବୁ ପରିସ୍ଥିତିରେ ...khusi ruha ,....hasibaku chesta kara 

Sunday 2 June 2019

KEMITI NIJAKU MOTIVATE KARIBA

Nijaku kemiti motivate karibaa aasantu jaanibaa.

............................................................  
ନମସ୍କାର ମୁଁ chandrakanta sing ସ୍ଵାଗତ କରୁଛି ଆଜିର ନୂଆ ପୋଷ୍ଟ୍ କୁ..
କିଛି ଜାଣିବାର ଇଚ୍ଛା ମଣିଷକୁ ବହୁତ କିଛି ଶିଖାଇ ବାରେ  ସାହାଯ୍ୟ କରେ- ଆଉ କିଛି କରିବାର ଇଚ୍ଛା ରେ ମଣିଷ ବହୁତ କିଛି ବନୀପାରେ..

Problem..
                #ମନେ କର କିଛି କାରଣ ରେ ମନ ଦୁଃଖ ଅଛି. କିମ୍ବା ବହୁତ ବଡ ଅସୁବିଧା ହୋଇଯାଇଛି. ତା ହେଲେ କଣ କରିବା.
               #ଯଦି ପାଠ ପଢାରେ ମନ ଲାଗୁନୀ ତା ହେଲେ କଣ କରିବା. 
               #ନିଜକୁ କମ୍ ଜୋର୍  ମନେ ହେଲେ କଣ କରି ବେ.
   
SOLUTION..
                    #ଯଦି ପ୍ରକୃତରେ problem solve କରିବାକୁ ଚାହୁଁଛନ୍ତି ତା ହେଲେ ନିହାତି ଭାବେ କହିବି କୀ ଏଇ trik ଥରେ ଇଉଜ କରନ୍ତୁ..

      [ei post ku bi nihati padhantu kichhi sikhibara jadi achhi]

https://nuajiban.blogspot.com/2019/05/present-re-banchibaa-siikho.html


                   #First କଥା ହେଉଛି problem ଆସିଲେ ଆଉ କିଏ କରିବ କିମ୍ବା ଚମତ୍କାର କିଛି ହେଇଜୀବ ଏମିତି ଭାବି ନିଶ୍ଚିନ୍ତ ହେବା uchit nuhe.

1.-କିଛି samaya ଚୁପ chaap ହେଇ ଗୋଟେ ନିରୋଳା ଜାଗାରେ ବସି ବାକୁ ଚେଷ୍ଟା କର ଯେତେ ବିପରୀତ ପରିସ୍ଥିତି ଥିଲେବି ଚୁପ ହେଇ ଶାନ୍ତ ହେଇ basibaku ଚେଷ୍ଟା କର ..
 
    2..ନିଜକୁ ପୋୱେରଫୁଳ୍ଲ ବୋଲି ଭାବ ମୁ କଣ ପାଇଁ ଏ ପରିସ୍ଥିତି ଆଗରେ ହାର ମାନିବି ପଛେ ମୋ ଜୀବନ ଚାଲି ଯାଉ ମୁ ହାର ମାନିବି ନାହିଁ nischaya କିଛି ନା କିଛି ବାଟ ମୋ ପାଇଁ ଅଛି ଆଉ ସେ ବାଟ ମୁ ନିହାତି ପାଇବି.

3...ମୁ କଣ ପାଇଁ କାନ୍ଦୁଚି------- କାନ୍ଦିଲେ ସମାଧାନ ହେଇପାରିବନି .ମୋ ପରି ଲୋକ ମାନେ ସବୁ ଠିକ କରି dauଛନ୍ତି ତ ମୁ କଣ ପାଇଁ ପାରିବିନି ..ଆରେ ମୋ ପାଖରେ ମୋ will power  ଅଛି----- mu nihati kichhi kari paribi .

4...ମାନେ ନାହିକି ଆପଣ କେବେଳ ଏଇ line କୁ ଭାବିବେ ମୋ କହିବାର କଥା ଏଇଆ କି ସେ ସମୟରେ ଯଦି ଆପଣ ମନକୁ ପଜିଟିବ ଚିନ୍ତା ଦେବେ ସେ ନିହାତି ଭାବେ କିଛି naa କିଛି ରାସ୍ତା ଦେଖେଇ ଦବ .ଆଉ ମନକୁ ଭଲ ଚିନ୍ତା ସେତେବେଳେ ହିଁ ଦେଇ ପାରିବ ଯେତେବେଳେ କି ତମେ ଏକ ଦମ ଶାନ୍ତ ଆଉ ଚୁପ ଥିବ. ....

5.ନିଜ ଉପରେ ବି ବିଶ୍ୱାସ ରଖ ଆଉ ମୁ ବି ଭାବୁଛି ନିହାତି ରୂପେ ଆପଣ ଖରାପ ପରିସ୍ଥିତିରେ କିଛି naa କିଛି ବାଟ ପାଇବେ .ଏମିତି କଉ ସମସ୍ୟା ନାହିଁ jaaha ନିଜ ପାଖରେ ସମାଧାn ହେଇ ପାରିବନି ବାସ ନିଜ ଭିତରେ ଖୋଜିବାର ଅଛି .


2nd re JADI PAATHO PADHARE MANA LAGUNI TAA HELE KAN KARIBA..

 1...ଯଦି ଆପଣଙ୍କ ପାଠ ପଢ଼ାରେ ମନ ଲାଗୁନି ତାହେଲେ ଅନ୍ୟ କେହିବି ତମକୁ ସାହାଯ୍ୟ କରିପାରିବେନି କାରଣ ତମ ମନକୁ କିଏ ବଦଳେଇବ..

୨,ଯଦି ପାଠ ପଢ଼ାରେ ମନ ଅଛି କିନ୍ତୁ ବହି ଖୋଲିଲେ ମନ ଲାଗୁନି ତାହେଲେ ସେ ସବୁର ସମାଧାନ କରିହେବ ..

୩.ନିଜେ ନିଜେ ଜାଣି ବାକୁ ଇଛା କରki  କଣ ପାଇଁ ପଢିବାକୁ ଇଛା ହଉନି .ନିଜକୁ ପ୍ରଶ୍ନ କରକି ଠିକ ଅଛି ମୁ ପଢ଼ିବିନି..  ସତ କଥା ତ ପାଠ ପଢି ମୁ କଣ ହବାକୁ ଚାହୁଁଚି .ଏମିତି ଓଲଟା ପ୍ରଶ୍ନ ନିଜକୁ ପଚାର ନିହାତି ଭାବେ ଉତର ମିଳି ଯିବ.

୪. ରେ ମନ ଯଦି ତୁ ପଢ଼ିବୁନି ତା ହେଲେ ତୁ ରେଡି ହେଇଜା କି କାଲି ପାଖରୁ ଖରାରେ କାମକୁ ଯିବୁ .ଆଉ ତ ସପନ କୁ ବି ଭୁଲିଯା------ ତୁ ତପଢ଼ିବୁନି ତାହେଲେ ନିଜ ସପନ କେମିତି ପୁରା କରିbu .

୫. ସମୟ ବହୁତ ମୂଲ୍ୟ baan  ହାତରୁ thare ଗଲେ ଆଉ କେବେ ଫେରି ବni  ଯେତେ ମଜ଼ା ମସ୍ତି କଲୁ ସେତୀ କି ଥାଉ ବାଜି ମଜ଼ା ମସ୍ତି ଜୀବନରେ କିଛି ନୂଆ କରି ଦେଖେଇ ଲା ପରେ କରିବୁ.

୬..ମନକୁ କେବେବି ନିଜର bhaବନୀ ସେ ସବୁବେଳେ ମାଇଣ୍ଡ ସହ ସମ୍ପର୍କ କାଟିବାକୁ ଇଛା କରେ ଆଉ ମାଇଣ୍ଡ ସହ ଯଦି ristaa kati diye  ତାହେଲେ ବିନା ସିପିଉ ରେ କୋମ୍ପୁଟର ର  କାମ ଭଳି ଜୀବନ ହେଇଯିବ .

୭.ଏମିତି କିଛି chinta ku nije bhabiba ta nija bhitare kichhi paribartana nihati haba.
emiti ପ୍ରୋୟାଗ ତମକୁ ପଢିବା ପାଇଁ ଇଛା ଜାଗ୍ରତ କରାଇବାରେ ସାହାଯ୍ୟ ନିହାତି କରିବ..patikular ଏମିତି ଚିନ୍ତା କribaa 
 ତାହା ନୁହେ ଏ ତା ମୋ hisabare କହିଲି ଆପଣଙ୍କ ପରିସ୍ଥିତି ଅନୁସାରେ ଆପଣ ନିଜ ମନକୁ ପ୍ରଶ୍ନ କରିବେ..

୮ ବାହାର ଦୁନିଆ ଅପେକ୍ଷା ନିଜ ଭିତରକୁ ଟିକେ ନଜର ଦିଅ ଆଉ ଦେଖ ଆମ ମସ୍ତିସ୍କ କଣ କଣ କରି ପାରୁଛି ..ନିଜ କଳ୍ପନା ବାହାରେ କାମ ହେଇଯିବ କେତେବେଳେ ଆପଣ ନିଜେ ଜାଣିପାରିବେନି ..

୮..ଘରେ କିଛି ସମସ୍ୟା ଥିଲେ କିମ୍ବା ମନ ଭିତରେ କିଛି ଚିନ୍ତା ଚଳୁଥିଲେ ପାଠ ପଢ଼ାରେ ମନ ଲାଗେନି .ବିଶେଷ କରି ଘରର ପରିବେଶ ଅନୁସାରେ ନିଜକୁ ଚଳାଇ ପାରିଲେ ପାଠ ପଢ଼ାରେ ମନ ନିହାତି ଲାଗିବ ..


-----NIJAKU KOMJOR MONE HELE KAN KARIBA-----


1.ପ୍ରଥମ କଥା ତୋ   କେବେବି ନିଜକୁ କମଜୋର ଭାବିବନି ..ଆରେ ତମ ପାଖରେ ଯୋଉ ମନ ଅଛି ତାର ଶକ୍ତି କେତେ ତମେ ନିଜେ କେବେ କଳ୍ପନା କରିଛ .ତମ ଚିନ୍ତା ବାହାର ହେଇ ଯିବ ..ବେଳେ ବେଳେ ଆମେ କହୁଯେ ମୁ ଯଦି ଜିଦ କରିବି ସେ କାମ କଣ ବହୁତ କିଛି କରି ଦେବୀ ..ମୋ ଭାଇ ସେଇ ଜିଦ କୁ ହିଁ ମନ bali କୁହାଯାଏ .

୨.ମୋ ପାଖରେ ଅମୁକ ନାହିଁ ସମୁକ ନାହିଁ କହି କାନ୍ଦିବା ଅପେକ୍ଷା ..ନିଜ ପାଖରେ କଣ ଅଛି ସେ ସବୁ କୁ ନେଇ ଖୁସି ହଉନା ..

୩. ଆରେ bhai ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯାହାର ଆଖି ନାହିଁ ହେଲେ ତମର ତା ଆଖି ଅଛି ଆଉ ବହୁତ ସୁନ୍ଦର ଆଖି sethire ଖୁସି ହଉନା ---କେତେ ଲୋକ ଖାଇବା ଥାଇ ରୋଗ କାରଣ ରୁ ଖାଇ ପାରୁ ନାହାନ୍ତି ହେଲେ ମୁ susta କିନ୍ତୁ ମୋ ପାଖରେ ଖାଇବା ନାହିଁ ଠିକ ଅଛି କଉଠି jogad ନିହାତି କରିବି ..ଏମିତି ଭାବିକି ଖୁସି ହଉନା .

୪.ନିଜ ଭିତରେ ଗର୍ବ ଭାବନା କେବେ ରାଖଣି କାରଣ ସେମିତି ଚିନ୍ତା ରଖିଲେ ଆମ ମାଇଣ୍ଡ ସେ ସବୁକୁ ବହୁତ ଗୁଣ କରି ଆମକୁ ଫେରେଇ ଦିଏ ..ଆମ ମାଇଣ୍ଡ ଏମିତି ପାୱାର ଘର ଯଉଠି ତମେ କିଛି ବି ଦିଅ ସେ ତମକୁ ସହ ସହ ଗୁଣା କରି ଫେରେଇ ଦବ ..ଆଉ dabaara  ବାଟ ହଉଚି ଚିନ୍ତା କରି ବା ..ଅର୍ଥାତ ଚିନ୍ତା ମାଧ୍ୟମରେ ଯାହା ଯେମିତି ତମେ ମାଇଣ୍ଡ କୁ ଦବ ସେ ତମକୁ ସେମିତି ଭାବେ bahu ଗୁଣ କରି ଫେରେଇ ଦବ .

୫..ଗୋଟେ ଛେଳି ଛୁଆ କୁ କେବେ ଦେଖିଚ ଜନ୍ମ ପାଖରୁ ବାରମ୍ବାର ଚେଷ୍ଟା ମାଧ୍ୟମରେ ସେ ଚାଲିbaa ଶିଖି ଥାଏ ଆଉ ଆମେ ତ ମଶିଷ --ଛେଳି ଅପେକ୍ଷା ଆମ ପାଖରେ ବହୁତ jinisa ଅଛି  ତାହେ ଲେ ଆମେ କେବେବି କମଜୋର hei jibaani..



ଏମିତି ବହୁତ ରାସ୍ତା ଅଛି ନିଜକୁ motivate କରିବା ପାଇଁ ହୁଏତ ଏଇ ରାସ୍ତା ଆପଣଙ୍କ କାମରେ ଆସି ପାରିବ.

aajira ଏଇ ଲେଖା ଯଦି ଆପଣଙ୍କୁ ଭଲ ଲାଗି ଥାଏ ତା ହେଲେ ନିହାତି କିଛି କମେନ୍ଟ ରେ ଲେଖିbe ଆଉ like ଟିଏ debe..

NIJE KHUSIRE RUHA ANYAKU KHUSURE RAKHA...